ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 22/06/2021, ମଙ୍ଗଳବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 22/06/2021, ମଙ୍ଗଳବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 22/06/2021, ମଙ୍ଗଳବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 22/06/2021, ମଙ୍ଗଳବାର   💐 *ଆଜିର ଦିନଟି* 💐               -----------------    ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )              ------- ----- --------   -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----                ----- ---- ----- ---- ମିଥୁନ ଦି୮ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଦ୍ୱାଦଶୀ ଯୁକ୍ତ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୨ରିଖ ,ମଙ୍ଗଳବାର । ଅଦ୍ୟ ଚମ୍ପକ ଦ୍ୱାଦଶୀ ,ଶିବ ପ୍ରଦୋଷ ବ୍ରତ।               ----- ---- ------  ସୂର୍ଯ୍ୟୋଦୟ ପ୍ରାଘ୫/୧୦/୫, ସୂର୍ଯ୍ୟାସ୍ତ ସଂଘ୬/୨୬/୫୪,              ----- ---- ----- ଦ୍ୱାଦଶୀ ଦିଘ୧୦/୨୫, ବିଶାଖା  ଦିଘ୨/୨୫, ତୁଳାଚନ୍ଦ୍ର  ଦିଘ୯/୨, ସିଦ୍ଧି ଦିଘ୧/୫୪, ବାଳବ ଦିଘ୧୦/୨୫ଗ, କୈ।ଳବ ରାଘ୮/୪୫ ।           ----- ---- ---- ----- ଯାତ୍ରା :--ଯୋଗିନୀ ନୈରୁତେ, ଦିଘ୧୦/୨୫ଗ ଦକ୍ଷିଣେ ।ଅତଃ ନୈରୁତେ ଓ ଦକ୍ଷିଣେ ଏବଂ ଗତେ ଦକ୍ଷିଣେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ମକରରାଶିର, ଘାତଚନ୍ଦ୍ର :--ନାସ୍ତି, ରଜଶ୍ଚକ୍ରେ :--ବିପୁତ୍ରା ,ଦିଘ୨/୨୫ଗ                          ପୁତ୍ରିଣୀ, ଶୁଭକର୍ମ :--ଦିଘ୨/୨୫ଗ ଅନୁରାଧା             ନକ୍ଷତ୍ରେ ବିବାହ ପାଣିଗ୍ରହଣ, ପୁଷ୍କରଦୋଷ :--ମୃତେ ପା୩ଦ,ଦିଘ୧୦/           ୨୫ଗ ପା୨ଦ,ଦିଘ୨/୨୫ଗ               ପା୧ଦ ଦୋଷ , ଭକ୍ଷଣ ନିଷେଧ :--ପୋଇ ଓ ଦିଘ୧୦/୨୫         ଗତେ ବାଇଗଣ , ଶ୍ରାଦ୍ଧ :--ତ୍ରୟୋଦଶୀର ଏକୋଦିଷ୍ଟ ପାର୍ବଣ।                 ------ ---- ---- ଅମୃତବେଳା :--ଦିଘ୮/୪୫ଗ ଘ୧୧/୨୨, ବାରବେଳା :--ଦିଘ୧/୨୯ଗ ଘ୩/୮ମ, କାଳବେଳା :--ପ୍ରାଘ୬/୫୦ଗ ଘ୮/୩୦, ମାହେନ୍ଦ୍ରବେଳା :--ରାଘ୪/୨୮ଗ                                ନିଘ୫/୧୦ମ, କାଳରାତ୍ରି :--ରାଘ୧/୧୦ଗ ଘ୨/୩୦ମ,                 ---------- *ଆଜିର ରାଶିଫଳ*     ********** ମେଷରାଶିର :---ସାହାଯ୍ୟ ଓ ସହଯୋଗ                                     ପ୍ରାପ୍ତ, ବୃଷ :--ଧନଲାଭ, ମିଥୁନ :--କାର୍ଯ୍ୟେ ବାଧା, କର୍କଟ :--ଶାରୀରିକ ପୀଡା, ସିଂହ :--ଦ୍ରବ୍ୟପ୍ରାପ୍ତ, କନ୍ୟା :--ଅପବ୍ୟୟ, ତୁଳା :--ଶାନ୍ତିପ୍ରଦ ଓ ସୈ।ଖପ୍ରାପ୍ତ, ବିଛା :--ସ୍ୱାସ୍ଥ୍ୟ ଓ ବନ୍ଧୁହାନି  ଧନୁ :--ସାମାନ୍ୟ ଆୟ, ମକର :--କର୍ମେ ଉନ୍ନତି ଓ ବଂଧୁଲାଭ, କୁମ୍ଭ :--ରାଜଦଣ୍ଡ ଭୟ ଓ ଅସୋନ୍ତଷ, ମୀନ :--ଆଘାତ ,ଧନନାଶ ଓ କାର୍ଯ୍ୟେ                ବାଧାପ୍ରାପ୍ତ ,  ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରବର୍ତ୍ତନ ହୋଇପାରେ।)                ------------ ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।           -----: କୁରାଳ :---      💐 ଜୟ ଶ୍ରୀବଜରଙ୍ଗିବଲୀ 💐           👌ଜୟ ମା ' ମଙ୍ଗଳା 👌                   --------------


💐 *ଆଜିର ଦିନଟି* 💐
              -----------------
   ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
             ------- ----- --------
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----
               ----- ---- ----- ----
ମିଥୁନ ଦି୮ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଦ୍ୱାଦଶୀ ଯୁକ୍ତ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୨ରିଖ ,ମଙ୍ଗଳବାର ।
ଅଦ୍ୟ ଚମ୍ପକ ଦ୍ୱାଦଶୀ ,ଶିବ ପ୍ରଦୋଷ ବ୍ରତ।
              ----- ---- ------
 ସୂର୍ଯ୍ୟୋଦୟ ପ୍ରାଘ୫/୧୦/୫,
ସୂର୍ଯ୍ୟାସ୍ତ ସଂଘ୬/୨୬/୫୪,
             ----- ---- -----
ଦ୍ୱାଦଶୀ ଦିଘ୧୦/୨୫,
ବିଶାଖା  ଦିଘ୨/୨୫,
ତୁଳାଚନ୍ଦ୍ର  ଦିଘ୯/୨,
ସିଦ୍ଧି ଦିଘ୧/୫୪,
ବାଳବ ଦିଘ୧୦/୨୫ଗ,
କୈ।ଳବ ରାଘ୮/୪୫ ।
          ----- ---- ---- -----
ଯାତ୍ରା :--ଯୋଗିନୀ ନୈରୁତେ, ଦିଘ୧୦/୨୫ଗ ଦକ୍ଷିଣେ ।ଅତଃ ନୈରୁତେ ଓ ଦକ୍ଷିଣେ ଏବଂ ଗତେ ଦକ୍ଷିଣେ ଓ ପୂର୍ବେ
ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମକରରାଶିର,
ଘାତଚନ୍ଦ୍ର :--ନାସ୍ତି,
ରଜଶ୍ଚକ୍ରେ :--ବିପୁତ୍ରା ,ଦିଘ୨/୨୫ଗ 
                        ପୁତ୍ରିଣୀ,
ଶୁଭକର୍ମ :--ଦିଘ୨/୨୫ଗ ଅନୁରାଧା 
           ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ପୁଷ୍କରଦୋଷ :--ମୃତେ ପା୩ଦ,ଦିଘ୧୦/
          ୨୫ଗ ପା୨ଦ,ଦିଘ୨/୨୫ଗ 
             ପା୧ଦ ଦୋଷ ,
ଭକ୍ଷଣ ନିଷେଧ :--ପୋଇ ଓ ଦିଘ୧୦/୨୫
        ଗତେ ବାଇଗଣ ,
ଶ୍ରାଦ୍ଧ :--ତ୍ରୟୋଦଶୀର ଏକୋଦିଷ୍ଟ ପାର୍ବଣ।
                ------ ---- ----
ଅମୃତବେଳା :--ଦିଘ୮/୪୫ଗ ଘ୧୧/୨୨,
ବାରବେଳା :--ଦିଘ୧/୨୯ଗ ଘ୩/୮ମ,
କାଳବେଳା :--ପ୍ରାଘ୬/୫୦ଗ ଘ୮/୩୦,
ମାହେନ୍ଦ୍ରବେଳା :--ରାଘ୪/୨୮ଗ 
                              ନିଘ୫/୧୦ମ,
କାଳରାତ୍ରି :--ରାଘ୧/୧୦ଗ ଘ୨/୩୦ମ,
                ----------
*ଆଜିର ରାଶିଫଳ*
    **********
ମେଷରାଶିର :---ସାହାଯ୍ୟ ଓ ସହଯୋଗ 
                                   ପ୍ରାପ୍ତ,
ବୃଷ :--ଧନଲାଭ,
ମିଥୁନ :--କାର୍ଯ୍ୟେ ବାଧା,
କର୍କଟ :--ଶାରୀରିକ ପୀଡା,
ସିଂହ :--ଦ୍ରବ୍ୟପ୍ରାପ୍ତ,
କନ୍ୟା :--ଅପବ୍ୟୟ,
ତୁଳା :--ଶାନ୍ତିପ୍ରଦ ଓ ସୈ।ଖପ୍ରାପ୍ତ,
ବିଛା :--ସ୍ୱାସ୍ଥ୍ୟ ଓ ବନ୍ଧୁହାନି 
ଧନୁ :--ସାମାନ୍ୟ ଆୟ,
ମକର :--କର୍ମେ ଉନ୍ନତି ଓ ବଂଧୁଲାଭ,
କୁମ୍ଭ :--ରାଜଦଣ୍ଡ ଭୟ ଓ ଅସୋନ୍ତଷ,
ମୀନ :--ଆଘାତ ,ଧନନାଶ ଓ କାର୍ଯ୍ୟେ 
              ବାଧାପ୍ରାପ୍ତ ,
 ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରବର୍ତ୍ତନ ହୋଇପାରେ।)
               ------------
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
          -----: କୁରାଳ :---
     💐 ଜୟ ଶ୍ରୀବଜରଙ୍ଗିବଲୀ 💐
          👌ଜୟ ମା ' ମଙ୍ଗଳା 👌
                  --------------

Post a Comment

Please Select Embedded Mode To Show The Comment System.*

Previous Post Next Post