ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 20/06/2021, ରବିବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 20/06/2021, ରବିବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 20/06/2021, ରବିବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 20/06/2021, ରବିବାର   💐 *ଆଜିର ଦିନଟ*💐              **********     ( ଜୟ ଶ୍ରୀଜଗନ୍ନାଥ ଓ ଶୁଭ ସକାଳ)                 ------ ----- ------   ----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----                  -----– ------ ମିଥୁନ ଦି୬ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଦଶମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୦ରିଖ ,ରବିବାର । ଅଦ୍ୟ ପବିତ୍ର ଗଙ୍ଗା ଦଶହରା ସ୍ନାନ ,ସେତୁବନ୍ଧ ପ୍ରତିଷ୍ଠା ଦିବସ ଓ ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ।           ----- ----- ----- ସୂର୍ଯ୍ୟୋଦୟ ପ୍ରାଘ୫/୯/୪୧, ସୂର୍ଯ୍ୟାସ୍ତ ସଂଘ୬/୨୬/୨୯ ।              ---- --- ---- ଦଶମୀ ଦିଘ୪/୨୫, ଚିତ୍ରା  ସଂଘ୬/୫୨, କନ୍ୟାଚନ୍ଦ୍ର  ଦିଘ୭/୪୫, ପରିଘ  ରାଘ୯/୧, ତୈତିଳ ପ୍ରାଘ୫/୪୦ଗ, ଗର ଦିଘ୪/୨୫ଗ  ବାଣିଜ୍ୟ  ରାଘ୩/୩ ।             ------------ ଯାତ୍ରା :--ଯୋଗିନୀ ଉତ୍ତରେ ,ଦିଘ୪/୨୫      ଗତେ ଆଗ୍ନେୟେ ।ଅତଃ ଉତ୍ତରେ       ଓ ପଶ୍ଚିମେ ଏବଂ ଗତେ ଆଗ୍ନେୟେ ଓ         ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ମେଷରାଶିର, ଘାତଚନ୍ଦ୍ର :--ବୃଷରାଶିର, ରଜଶ୍ଚକ୍ରେ :--କନ୍ୟା ବିପୂତ୍ରା, ଭକ୍ଷଣ ନିଷେଧ :--କଳମ୍ବି ଶାଗ ,ଦିଘ୪/୨୫ ଗତେ ଶିମ୍ବିକା, ଶୁଭକର୍ମ :--ଚିତ୍ରା ଓ ସ୍ୱାତୀ ନକ୍ଷତ୍ରେ           ବିବାହ ପାଣିଗ୍ରହଣ, ପୁଷ୍କରଦୋଷ :--ମୃତେ ପା୧ଦ, ଶ୍ରାଦ୍ଧ :--ଦଶମୀର ଏକୋଦିଷ୍ଟ ପାର୍ବଣ ।              ---–- ---- ----- ଅମୃତବେଳା :--ଦିଘ୭/୪୯ମ, ବାର ଓ କାଳବେଳା :--ଦିଘ୧୦/୯ଗ        ଦିଘ୧/୨୮ମ, ମାହେନ୍ଦ୍ରବେଳା :--ଦିଘ୩/୪୭ଗ              ଦିଘ୪/୪୧ମ, କାଳରାତ୍ରି :--ରାଘ୧/୯ଗ ଘ୧୨/୩୦ମ,               ------ ---- ----     *ଆଜିର ସଂ.ରାଶିଫଳ*            ********  ମେଷରାଶିର :--ଅର୍ଥ ଓ ସହଯୋଗ ପ୍ରାପ୍ତ, ବୃଷ :--କାର୍ଯ୍ୟେ ବିଜୟ, ମିଥୁନ :--ଶରୀର ପୀଡା ଓ ଚିନ୍ତିତ, କର୍କଟ :--ଦ୍ରବ୍ୟପ୍ରାପ୍ତ ,କିନ୍ତୁ ବ୍ୟୟବୃଦ୍ଧି, ସିଂହ :-ଧନବ୍ୟୟ ,ମାତ୍ର ଆଭୂଷଣ ପ୍ରାପ୍ତ, କନ୍ୟା :--ଶ୍ରୀଲାଭ ଓ ସମ୍ମାନିତ, ତୁଳା :--ସ୍ୱାସ୍ଥ୍ୟ ହାନି ଓ ବ୍ୟୟବୃଦ୍ଧି, ବିଛା :--ଅନୁଚିନ୍ତା ଓ ଆୟାଧିକ, ଧନୁ :--କର୍ମେ ଖୁସି, ମକର :--ଆଘାତ ଓ ଚିନ୍ତିତ, କୁମ୍ଭ :--ସହଯୋଗ ପ୍ରାପ୍ତ , ମୀନ :--କର୍ମେ ଖୁସି ।    ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)               ------ --- ----- ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।            -----: କୁରାଳ:----                 ------------     💐 ଜୟ ଶ୍ରୀରବିନାରାୟଣ 💐            👌 ଜୟ ମା' ମାତଙ୍ଗୀ 👌                    **********


💐 *ଆଜିର ଦିନଟ*💐
             **********
    ( ଜୟ ଶ୍ରୀଜଗନ୍ନାଥ ଓ ଶୁଭ ସକାଳ)
                ------ ----- ------
  ----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
                 -----– ------
ମିଥୁନ ଦି୬ନ, ଜ୍ୟେଷ୍ଠ ଶୁକ୍କପକ୍ଷ ଦଶମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୦ରିଖ ,ରବିବାର ।
ଅଦ୍ୟ ପବିତ୍ର ଗଙ୍ଗା ଦଶହରା ସ୍ନାନ ,ସେତୁବନ୍ଧ ପ୍ରତିଷ୍ଠା ଦିବସ ଓ ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ।
          ----- ----- -----
ସୂର୍ଯ୍ୟୋଦୟ ପ୍ରାଘ୫/୯/୪୧,
ସୂର୍ଯ୍ୟାସ୍ତ ସଂଘ୬/୨୬/୨୯ ।
             ---- --- ----
ଦଶମୀ ଦିଘ୪/୨୫,
ଚିତ୍ରା  ସଂଘ୬/୫୨,
କନ୍ୟାଚନ୍ଦ୍ର  ଦିଘ୭/୪୫,
ପରିଘ  ରାଘ୯/୧,
ତୈତିଳ ପ୍ରାଘ୫/୪୦ଗ,
ଗର ଦିଘ୪/୨୫ଗ 
ବାଣିଜ୍ୟ  ରାଘ୩/୩ ।
            ------------
ଯାତ୍ରା :--ଯୋଗିନୀ ଉତ୍ତରେ ,ଦିଘ୪/୨୫
     ଗତେ ଆଗ୍ନେୟେ ।ଅତଃ ଉତ୍ତରେ 
     ଓ ପଶ୍ଚିମେ ଏବଂ ଗତେ ଆଗ୍ନେୟେ ଓ 
       ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--ବୃଷରାଶିର,
ରଜଶ୍ଚକ୍ରେ :--କନ୍ୟା ବିପୂତ୍ରା,
ଭକ୍ଷଣ ନିଷେଧ :--କଳମ୍ବି ଶାଗ ,ଦିଘ୪/୨୫ ଗତେ ଶିମ୍ବିକା,
ଶୁଭକର୍ମ :--ଚିତ୍ରା ଓ ସ୍ୱାତୀ ନକ୍ଷତ୍ରେ 
         ବିବାହ ପାଣିଗ୍ରହଣ,
ପୁଷ୍କରଦୋଷ :--ମୃତେ ପା୧ଦ,
ଶ୍ରାଦ୍ଧ :--ଦଶମୀର ଏକୋଦିଷ୍ଟ ପାର୍ବଣ ।
             ---–- ---- -----
ଅମୃତବେଳା :--ଦିଘ୭/୪୯ମ,
ବାର ଓ କାଳବେଳା :--ଦିଘ୧୦/୯ଗ
       ଦିଘ୧/୨୮ମ,
ମାହେନ୍ଦ୍ରବେଳା :--ଦିଘ୩/୪୭ଗ 
            ଦିଘ୪/୪୧ମ,
କାଳରାତ୍ରି :--ରାଘ୧/୯ଗ ଘ୧୨/୩୦ମ,
              ------ ---- ----
    *ଆଜିର ସଂ.ରାଶିଫଳ*
           ********
 ମେଷରାଶିର :--ଅର୍ଥ ଓ ସହଯୋଗ ପ୍ରାପ୍ତ,
ବୃଷ :--କାର୍ଯ୍ୟେ ବିଜୟ,
ମିଥୁନ :--ଶରୀର ପୀଡା ଓ ଚିନ୍ତିତ,
କର୍କଟ :--ଦ୍ରବ୍ୟପ୍ରାପ୍ତ ,କିନ୍ତୁ ବ୍ୟୟବୃଦ୍ଧି,
ସିଂହ :-ଧନବ୍ୟୟ ,ମାତ୍ର ଆଭୂଷଣ ପ୍ରାପ୍ତ,
କନ୍ୟା :--ଶ୍ରୀଲାଭ ଓ ସମ୍ମାନିତ,
ତୁଳା :--ସ୍ୱାସ୍ଥ୍ୟ ହାନି ଓ ବ୍ୟୟବୃଦ୍ଧି,
ବିଛା :--ଅନୁଚିନ୍ତା ଓ ଆୟାଧିକ,
ଧନୁ :--କର୍ମେ ଖୁସି,
ମକର :--ଆଘାତ ଓ ଚିନ୍ତିତ,
କୁମ୍ଭ :--ସହଯୋଗ ପ୍ରାପ୍ତ ,
ମୀନ :--କର୍ମେ ଖୁସି ।
   ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
              ------ --- -----
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
           -----: କୁରାଳ:----
                ------------
    💐 ଜୟ ଶ୍ରୀରବିନାରାୟଣ 💐
           👌 ଜୟ ମା' ମାତଙ୍ଗୀ 👌
                   **********

Post a Comment

Please Select Embedded Mode To Show The Comment System.*

Previous Post Next Post