ବିଶ୍ୱ ଯୋଗ ଦିବସରେ 20ଟି ସ୍ଥାନରେ ଯୋଗ ଶିଖାଇଲେ ସ୍ବେଛାସେବୀ !

ବିଶ୍ୱ ଯୋଗ ଦିବସରେ 20ଟି ସ୍ଥାନରେ ଯୋଗ ଶିଖାଇଲେ ସ୍ବେଛାସେବୀ !

ବିଶ୍ୱ ଯୋଗ ଦିବସରେ 20ଟି ସ୍ଥାନରେ ଯୋଗ ଶିଖାଇଲେ ସ୍ବେଛାସେବୀ ! ବିଶ୍ୱ ଯୋଗ ଦିବସରେ 20ଟି ସ୍ଥାନରେ ଯୋଗ ଶିଖାଇଲେ ସ୍ବେଛାସେବୀ !   ଗଣିଆ : 21/06/2021(ରିପୋର୍ଟ : ମାନସ ରଞ୍ଜନ ଦାଶ) : ବିଶ୍ଵ ଯୋଗ ଦିବସରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି | କରୋନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସ କୁ ରାସଙ୍ଗ ପଞ୍ଚୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ସୋଭାଶିସ ମିଶ୍ର ଘର ଘର ବୋଲି 20ଟି ସ୍ଥାନରେ 100 ଜଣକୁ ସାମିଲ କରି ଯୋଗ ଅଭ୍ୟାସ କରିଥିଲେ | ତ୍ରିକୋଣସନ, ତାଡାସନ, ସୂର୍ଯ୍ୟ ନସ୍କକାର  ଆଦି ବ୍ୟାୟାମ କରିବା ସମୟରେ ରୋଗ ଉପଚାରର ସୂଚନା ଦେବା ସହିତ ପତିଦିନ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ |


ଗଣିଆ : 21/06/2021(ରିପୋର୍ଟ : ମାନସ ରଞ୍ଜନ ଦାଶ) : ବିଶ୍ଵ ଯୋଗ ଦିବସରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି | କରୋନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସ କୁ ରାସଙ୍ଗ ପଞ୍ଚୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ସୋଭାଶିସ ମିଶ୍ର ଘର ଘର ବୋଲି 20ଟି ସ୍ଥାନରେ 100 ଜଣକୁ ସାମିଲ କରି ଯୋଗ ଅଭ୍ୟାସ କରିଥିଲେ | ତ୍ରିକୋଣସନ, ତାଡାସନ, ସୂର୍ଯ୍ୟ ନସ୍କକାର  ଆଦି ବ୍ୟାୟାମ କରିବା ସମୟରେ ରୋଗ ଉପଚାରର ସୂଚନା ଦେବା ସହିତ ପତିଦିନ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ |

Post a Comment

Please Select Embedded Mode To Show The Comment System.*

Previous Post Next Post