ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 17/06/2021, ଗୁରୁବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 17/06/2021, ଗୁରୁବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 17/06/2021, ଗୁରୁବାର


💐 *ଆଜିର ଦିନଟି*💐
           ------------------------
   ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
            ---–- ---- ---- -----
 -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:-----
                   ----------
ମିଥୁନ ଦି୩ନ, ଜ୍ୟେଷ୍ଠ ଶୁକ୍କପକ୍ଷ ସପ୍ତମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୧୭ରିଖ ,ଗୁରୁବାର ।ଅଦ୍ୟ ବସୁମତୀ ସ୍ନାନ ଓ ଶ୍ରୀଲକ୍ଷ୍ମୀଦେବୀଙ୍କ ପୂଜାର୍ଚ୍ଚନା  ।
              --------------
ସୂର୍ଯ୍ୟୋଦୟ ପ୍ରାଘ୫/୯/୮ଗ,
ସୂର୍ଯ୍ୟାସ୍ତ ସଂଘ୬/୨୫/୪୮ଗ ।
               ----- ---- -----
ସପ୍ତମୀ ରାଘ୧୦/୩,
ପୂର୍ବାଫାଃ ରାଘ୧୦/୧୬,
ସିଂହଚନ୍ଦ୍ର ରାଘ୪/୧୦,
ବଜ୍ର ପ୍ରାଘ୬/୫୧ଗ,
ଅସୃକ ନିଘ୫/୪,
ଗର ଦିଘ୧୦/୩୦ଗ
ବାଣିଜ୍ୟ  ରାଘ୧୦/୩ଗ,
ବିଷ୍ଟି  ନିଶାନ୍ତ  ।
            -------------
ଯାତ୍ରା :--ଯୋଗିନୀ ବାୟବ୍ୟେ ।ଅତଃ ରାଘ୧୦/୩ମ ବାୟବ୍ୟେ ଓ ପଶ୍ଚିମେ ଯାତ୍ରାଶୁଭ  ନ ଯୋଗାଏ ।
ଘାତବାର ;--ତୁଳା ଓ କୁମ୍ଭ ରାଶିଦ୍ୱୟର,
ଘାତଚନ୍ଦ୍ର :--କର୍କଟ ଓ ମକର ରାଶିଦ୍ୱୟର,
ଶୁଭକର୍ମ :--ନାସ୍ତି,
ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ,
ଭକ୍ଷଣ ନିଷେଧ :--ତାଳ,
ପୁଷ୍କରଦୋଷ :--ମୃତେ ରାଘ୧୦/୩ମ
     ପା୧ଦ ଓ ରାଘ୧୦/୧୬ଗ ପା୧ଦ ।
ଶ୍ରାଦ୍ଧ :--ସପ୍ତମୀର ଏକୋଦିଷ୍ଟ ପାର୍ବଣ ।
       ------------------------
ଅମୃତବେଳା :--ପ୍ରାଘ୬/୫୬ମ,
ବାର ଓ କାଳବେଳା :--ଦିଘ୩/୭ଗ 
         ଦିଘ୬/୨୬ମ,
କାଳରାତ୍ରି :--ରାଘ୧୧/୪୮ଗ ଘ୧/୯ମ।
               ---------
*ଆଜିର ରାଶିଫଳ*
     *********
ମେଷରାଶିର :--କାର୍ଯ୍ୟେ ବାଧା ଓ 
              ଶାରୀରିକ  କଷ୍ଟ,
ବୃଷ :--ଚକ୍ଷୁପୀଡା ଓ ଅପବ୍ୟୟ,
ମିଥୁନ :--ଧନଦ୍ରବ୍ୟ ଲାଭ,
କର୍କଟ :--ଧନବ୍ୟୟ,
ସିଂହ :--ଶ୍ରୀଲାଭ ଓ ଶାନ୍ତିପ୍ରଦ,
କନ୍ୟା :--ସ୍ୱାସ୍ଥ୍ୟ ଓ ଧନହାନି,
ତୁଳା :--ଧନବୃଦ୍ଧି ଓ ବନ୍ଧୁ ସହଯୋଗ,
ବିଛା :--କର୍ମେ ଖୁସି ଓ ଭ୍ରମଣ ଯୋଗ,
ଧନୁ :--ରାଜଦଣ୍ଡ ଭୟ ଓ ଅନୁଶୋଚନା,
ମକର :--ଦୁର୍ଘଟଣା ଭୟ ଓ ଚିନ୍ତିତ,
କୁମ୍ଭ :--ସାହାଯ୍ୟ ସହଯୋଗ ପ୍ରାପ୍ତ,
ମୀନ :--ନୂତନ ଧନବସ୍ତ୍ର ପ୍ରାପ୍ତ ।
     ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରେ ।)
          ----   ----- -----
   💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐
         👌ଜୟ ଶ୍ରୀସାଇନାଥ👌
                 ^^^^^^^^^^

Post a Comment

Please Select Embedded Mode To Show The Comment System.*

Previous Post Next Post