ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 14/06/2021, ମଙ୍ଗଳବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ,  14/06/2021, ମଙ୍ଗଳବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ,  14/06/2021, ମଙ୍ଗଳବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ,  14/06/2021, ମଙ୍ଗଳବାର   💐*ଆଜିର ଦିନଟି* 💐                 --------------    ( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )            ------- ----- -----   ----- : ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---                   --------–- ମିଥୁନ ଦି୧ନ, ଜ୍ୟେଷ୍ଠ ଶୁକ୍କପକ୍ଷ ପଞ୍ଚମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୧୫ରିଖ ,ମଙ୍ଗଳବାର ।ଅଦ୍ୟ ରଜ ସଂକ୍ରାନ୍ତି --ଓଡ଼ିଶାର ବିଶିଷ୍ଟ ପର୍ବ --ଶିବବିବାହ ମହୋତ୍ସବ ।               ------------ ସୂର୍ଯ୍ୟୋଦୟ ସଂଘ୫/୮/୫୦, ସୂର୍ଯ୍ୟାସ୍ତ ପ୍ରାଘ୬/୨୫/୧୫ଗ ।            ------ ----- ----- ପଞ୍ଚମୀ ରାଘ୧୧/୦, ଅଶ୍କେଷା ରା୯/୪୫, କର୍କଟଚନ୍ଦ୍ର  ରାଘ୯/୪୫, ବ୍ୟାଘାତ ଦିଘ୯/୨, ବବ ଦିଘ୧୦/୫୩ଗ, ବାଳବ ରାଘ୧୧/୦ ।              ---–----- ଯାତ୍ରା :--ଯୋଗିନୀ ଦକ୍ଷିଣେ ।ଅତଃ ଦକ୍ଷିଣେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ।  ଘାତବାର :--,ମକରରାଶିର, ଘାତଚନ୍ଦ୍ର :-ନାସ୍ତି ,ରାଘ୯/୪୫ଗ ମକର               କର୍କଟ ରାଶିଦ୍ୱୟର, ଭକ୍ଷଣ ନିଷେଧ :--ବେଲ , ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ, ଶୁଭକର୍ମ :--ନାସ୍ତି, ପୁଷ୍କରଦୋଷ :--ମୃତେ ପା୧ଦ,  ଶ୍ରାଦ୍ଧ :--ପଞ୍ଚମୀର ଏକୋଦିଷ୍ଟ ପାର୍ବଣ ।               --------- ଅମୃତବେଳା :--ଦିଘ୮/୪୪ଗ ଘ୧୧/୨୧, ବାରବେଳା :--ଦିଘ୧/୨୭ଗ ଘ୩/୭ମ, କାଳବେଳା :--ପ୍ରାଘ୬/୪୯ଗ ଘ୮/୨୮, ମାହେନ୍ଦ୍ରବେଳା :--ରାଘ୪/୨୬ଗ                                 ନିଘ୫/୯ମ, କାଳରାତ୍ରି :--ରାଘ୧/୮ଗ ଘ୨/୨୯ମ,                -------- *ଆଜିର ରାଶିଫଳ*     ********** ମେଷରାଶିର :---ପୀଡ଼ିତ ଓ ଚିନ୍ତିତ, ବୃଷ :--ଦ୍ରବ୍ୟଲାଭ, ମିଥୁନ :--ବ୍ୟୟବୃଦ୍ଧି, କର୍କଟ :--ନୂତନ ଆୟ, ସିଂହ :--ସ୍ୱାସ୍ଥ୍ୟ ହାନି ଓ ମନସ୍ତାପ, କନ୍ୟା :--ଯାତ୍ରା ଶୁଭ ଓ ସ୍ୱାଦିଷ୍ଟ ଭୋଜନ                              ପ୍ରାପ୍ତ, ତୁଳା :--କର୍ମେ ଖୁସି ଓ ଶତ୍ରୁଜୟ, ବିଛା :--ସମ୍ମାନ ବୃଦ୍ଧି ,ମାତ୍ର ମନରେ ଦ୍ୱନ୍ଦ, ଧନୁ :--ଆଘାତ ଓ ଶରୀର ପୀଡା , ମକର :--ସହଯୋଗ ଓ ହସଖୁସି ପ୍ରାପ୍ତ, କୁମ୍ଭ :-ଶାନ୍ତିପ୍ରଦ ଓ କାର୍ଯ୍ୟେ ମଗ୍ନ, ମୀନ :--କାର୍ଯ୍ୟେ ବାଧା ଓ ଅସନ୍ତୋଷ ।        ( ଦଶାଫଳ ଅନୁସାରେ ଆଜିର ରାଶିଫଳ କିଛି କିଛି ପରିବର୍ତ୍ତନ ହୋଇପାରେ ।)                ------------  ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।         ****** :: କୁରାଳ::******                        *****   💐ଜୟ ଶ୍ରୀବଜରଙ୍ଗିବଲୀ 💐         👌ଜୟ ମା'ମଙ୍ଗଳା 👌                 *********


💐*ଆଜିର ଦିନଟି* 💐
                --------------
   ( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
           ------- ----- -----
  ----- : ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---
                  --------–-
ମିଥୁନ ଦି୧ନ, ଜ୍ୟେଷ୍ଠ ଶୁକ୍କପକ୍ଷ ପଞ୍ଚମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୧୫ରିଖ ,ମଙ୍ଗଳବାର ।ଅଦ୍ୟ ରଜ ସଂକ୍ରାନ୍ତି --ଓଡ଼ିଶାର ବିଶିଷ୍ଟ ପର୍ବ --ଶିବବିବାହ ମହୋତ୍ସବ ।
              ------------
ସୂର୍ଯ୍ୟୋଦୟ ସଂଘ୫/୮/୫୦,
ସୂର୍ଯ୍ୟାସ୍ତ ପ୍ରାଘ୬/୨୫/୧୫ଗ ।
           ------ ----- -----
ପଞ୍ଚମୀ ରାଘ୧୧/୦,
ଅଶ୍କେଷା ରା୯/୪୫,
କର୍କଟଚନ୍ଦ୍ର  ରାଘ୯/୪୫,
ବ୍ୟାଘାତ ଦିଘ୯/୨,
ବବ ଦିଘ୧୦/୫୩ଗ,
ବାଳବ ରାଘ୧୧/୦ ।
             ---–-----
ଯାତ୍ରା :--ଯୋଗିନୀ ଦକ୍ଷିଣେ ।ଅତଃ ଦକ୍ଷିଣେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ।
 ଘାତବାର :--,ମକରରାଶିର,
ଘାତଚନ୍ଦ୍ର :-ନାସ୍ତି ,ରାଘ୯/୪୫ଗ ମକର
              କର୍କଟ ରାଶିଦ୍ୱୟର,
ଭକ୍ଷଣ ନିଷେଧ :--ବେଲ ,
ରଜଶ୍ଚକ୍ରେ :--କନ୍ୟା ସୈ।ଭାଗିନୀ,
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ମୃତେ ପା୧ଦ,
 ଶ୍ରାଦ୍ଧ :--ପଞ୍ଚମୀର ଏକୋଦିଷ୍ଟ ପାର୍ବଣ ।
              ---------
ଅମୃତବେଳା :--ଦିଘ୮/୪୪ଗ ଘ୧୧/୨୧,
ବାରବେଳା :--ଦିଘ୧/୨୭ଗ ଘ୩/୭ମ,
କାଳବେଳା :--ପ୍ରାଘ୬/୪୯ଗ ଘ୮/୨୮,
ମାହେନ୍ଦ୍ରବେଳା :--ରାଘ୪/୨୬ଗ 
                               ନିଘ୫/୯ମ,
କାଳରାତ୍ରି :--ରାଘ୧/୮ଗ ଘ୨/୨୯ମ,
               --------
*ଆଜିର ରାଶିଫଳ*
    **********
ମେଷରାଶିର :---ପୀଡ଼ିତ ଓ ଚିନ୍ତିତ,
ବୃଷ :--ଦ୍ରବ୍ୟଲାଭ,
ମିଥୁନ :--ବ୍ୟୟବୃଦ୍ଧି,
କର୍କଟ :--ନୂତନ ଆୟ,
ସିଂହ :--ସ୍ୱାସ୍ଥ୍ୟ ହାନି ଓ ମନସ୍ତାପ,
କନ୍ୟା :--ଯାତ୍ରା ଶୁଭ ଓ ସ୍ୱାଦିଷ୍ଟ ଭୋଜନ
                             ପ୍ରାପ୍ତ,
ତୁଳା :--କର୍ମେ ଖୁସି ଓ ଶତ୍ରୁଜୟ,
ବିଛା :--ସମ୍ମାନ ବୃଦ୍ଧି ,ମାତ୍ର ମନରେ ଦ୍ୱନ୍ଦ,
ଧନୁ :--ଆଘାତ ଓ ଶରୀର ପୀଡା ,
ମକର :--ସହଯୋଗ ଓ ହସଖୁସି ପ୍ରାପ୍ତ,
କୁମ୍ଭ :-ଶାନ୍ତିପ୍ରଦ ଓ କାର୍ଯ୍ୟେ ମଗ୍ନ,
ମୀନ :--କାର୍ଯ୍ୟେ ବାଧା ଓ ଅସନ୍ତୋଷ ।
       ( ଦଶାଫଳ ଅନୁସାରେ ଆଜିର ରାଶିଫଳ କିଛି କିଛି ପରିବର୍ତ୍ତନ ହୋଇପାରେ ।)
               ------------
 ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
        ****** :: କୁରାଳ::******
                       *****
  💐ଜୟ ଶ୍ରୀବଜରଙ୍ଗିବଲୀ 💐
        👌ଜୟ ମା'ମଙ୍ଗଳା 👌
                *********

Post a Comment

Please Select Embedded Mode To Show The Comment System.*

Previous Post Next Post