ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 14/06/2021, ସୋମବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 14/06/2021, ସୋମବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 14/06/2021, ସୋମବାର


💐 *ଆଜିର ଦିନଟି* 💐
                *********
  ( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ)
             ----- ---- ----
 ------: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
                     --------
ବୃଷ ଦି୩୧ନ,ଜ୍ୟେଷ୍ଠ ଶୁକ୍କପକ୍ଷ ଚତୁର୍ଥୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୧୪ରିଖ ,ସୋମବାର ।
ଅଦ୍ୟ ପହିଲି ରଜ, ମାସନ୍ତ ଓ ବ୍ୟାସକବି ଫକୀରମୋହନଙ୍କ ଶ୍ରାଦ୍ଧ ଦିବସ ।
            -–-------------
ସୂର୍ଯ୍ୟୋଦୟ ପ୍ରାଘ୫/୮/୪୩ଗ,
ସୂର୍ଯ୍ୟାସ୍ତ ସଂଘ୬/୨୪/୫୮ଗ ।
       -–-- ---- ---- ---
ଚତୁର୍ଥୀ ରାଘ୧୦/୩୭,
ପୁଷ୍ୟା ରାଘ୮/୩୯,
କର୍କଟଚନ୍ଦ୍ର ଅହୋରାତ୍ର,
ଧ୍ରୁବ ଦିଘ୯/୨୯,
ବାଣିଜ୍ୟ ଦିଘ୧୦/୧୪ଗ,
ବିଷ୍ଟି ରାଘ୧୦/୩୭ ।
          ------------
ଯାତ୍ରା :--ଯୋଗିନୀ ନୈରୁତେ ,ରାଘ୧୦/
         ୩୭ଗ ଦକ୍ଷିଣେ ।ଅତଃ ନୈରୁତେ ଓ
         ଦକ୍ଷିଣେ ଏବଂ ଗତେ ଦକ୍ଷିଣେ ଓ 
       ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମିଥୁନରାଶିର,
ଘାତଚନ୍ଦ୍ର :--ନାସ୍ତି,
ରଜଶ୍ଚକ୍ରେ :--କନ୍ୟା ସନ୍ତାନରହିତା,
ଭକ୍ଷଣ ନିଷେଧ :--ମୂଳକ,
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ନାସ୍ତି,
ନିଷେଧ :--କୃଷିକର୍ମ ,
ଶ୍ରାଦ୍ଧ :--ଚତୁର୍ଥୀର ଏକୋଦିଷ୍ଟ ପାର୍ବଣ ।
            -------------
ଅମୃତବେଳା :--ଦିଘ୬/୫୪ ,
କାଳବେଳା :--ଦିଘ୬/୫୪ଗ ଘ୮/୨୭ମ,
ବାରବେଳା :--ଦିଘ୩/୫ଗ ଘ୪/୪୪ମ,
ମାହେନ୍ଦ୍ରବେଳା :--ରାଘ୨/୧୬ଗ ଘ୨/୫୯
କାଳରାତ୍ରି :--ରାଘ୧/୭ଗ ଘ୨/୨୭ମ ।
             ------ ----- -----
    *ଆଜିର ରାଶିଫଳ*
          ********
ମେଷରାଶିର :--ଚକ୍ଷୁପୀଡା ଓ କଷଳହ,
ବୃଷ :--ଦ୍ରବ୍ୟପ୍ରାପ୍ତ ,
ମିଥୁନ :--ଧନହାନି,
କର୍କଟ :--ଶ୍ରୀଲାଭ ଓ ସମ୍ମାନିତ,
ସିଂହ :---ସ୍ୱାସ୍ଥ୍ୟ ଓ ମାନସିକ ପୀଡା,
କନ୍ୟା :--ନୂତନ ଆୟ ଓ ଯୋଜନା,
ତୁଳା :--କର୍ମେ ଖୁସି ଓ ପ୍ରଶଂସିତ,
ବିଛା :--ଦଣ୍ଡଭୟ ,ଅଶାନ୍ତି ଓ ଖର୍ଚ୍ଚାନ୍ତ,
ଧନୁ :--ଆଘାତ ଓ ଅଘଟଣ,
ମକର :--ସହଯୋଗ ବୃଦ୍ଧି,
କୁମ୍ଭ :--ଧନଦ୍ରବ୍ୟ ଲାଭ ଓ ଯାତ୍ରା ସଫଳ,
ମୀନ :--କାର୍ଯ୍ୟେ ଉନ୍ନତି ଓ ବନ୍ଧୁଲାଭ ।
    ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
               ----- ---- -----
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
           ---- କୁରାଳ ---
      💐ଜୟ ଶ୍ରୀମହାଦେବ💐
            👌ଜୟ ମା'ବସୁମତୀ 👌
                     ********
                    -----------

Post a Comment

Please Select Embedded Mode To Show The Comment System.*

Previous Post Next Post