ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 13/06/2021, ରବିବାର
💐 ଆଜିର ଦିନଟି 💐
---------------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
------ ----- ------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:-----
-------------
ବୃଷ ଦି୩୦ନ,ଜ୍ୟେଷ୍ଠ ଶୁକ୍କପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା ୧୩ରିଖ ,ରବିବାର ।
ଅଦ୍ୟ ରମ୍ଭା ତୃତୀୟା ।
----- ---- ------
ସୂର୍ଯ୍ୟୋଦୟ ପ୍ରାଘ୫/୮/୩୬,
ସୂର୍ଯ୍ୟାସ୍ତ ସଂଘ୬/୨୪/୪୧ଗ ।
----------
ତୃତୀୟା ରାଘ୯/୪୩,
ପୁନର୍ବସୁ ଦିଘ୭/୩,
ମିଥୁନଚନ୍ଦ୍ର ଦିଘ୧୨/୩୫,
ବୃଦ୍ଧି ଦିଘ୯/୩୨,
ତୈତିଳ ଦିଘ୯/୫ଗ,
ଗର ରାଘ୯/୪୩ ।
-------------
ଯାତ୍ରା :---ଯୋଗିନୀ ଆଗ୍ନେୟେ । ଅତଃ ଆଗ୍ନେୟେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--କନ୍ୟାରାଶିର ,
ରଜଶ୍ଚକ୍ରେ :--କନ୍ୟା ସନ୍ତାନରହିତା,
ଭକ୍ଷଣ ନିଷେଧ :--ପୋଟଳ,
ପୁଷ୍କରଦୋଷ :--ମୃତେ ପା୨ଦ, ରାଘ୭/୩
ଗତେ ପା୧ଦ,
ଶୁଭକର୍ମ :--ନାସ୍ତି,
ଶ୍ରାଦ୍ଧ :--ତୃତୟାର ଏକୋଦିଷ୍ଟ ପାର୍ବଣ ।
----------
ଅମୃତବେଳା :--ଦିଘ୭/୪୮ମ,
ବାର ଓ କାଳବେଳା :--ଦିଘ ୧୦/୬ଗ
ଦିଘ୧/୨୫ମ,
ମାହେନ୍ଦ୍ରବେଳା :--ଦିଘ୩/୪୬ଗ
ଦିଘ୪/୩୯ମ,
କାଳରାତ୍ରି :--ରାଘ୧/୬ଗ ଘ୨/୨୭ମ ।
------ ---- ------
*ଆଜିର ସଂକ୍ଷିପ୍ତ ରାଶିଫଳ*
***********
ମେଷରାଶିର :---ଦ୍ରବ୍ୟପ୍ରାପ୍ତ ,ମାତ୍ଚିନ୍ତାବୃଦ୍ଧି ,
ବୃଷ :--ଆର୍ଥିକ କ୍ଷତି,
ମିଥୁନ :--ଶ୍ରୀଲାଭ ଓ ସୁସମ୍ବାଦ ପ୍ରାପ୍ତ,
କର୍କଟ :--ସ୍ୱାସ୍ଥ୍ୟ ଓ ଧନକ୍ଷୟ,
ସିଂହ :--ଆୟାଧିକ,
କନ୍ୟା :--କର୍ମେ ଉନ୍ନତି,
ତୁଳା :--ବନ୍ଧୁ ବିବାଦ ଓ ଅଶାନ୍ତି,
ବିଛା :--ଦୁର୍ଘଟଣା ଓ ଆଘାତ,
ଧନୁ :--ପ୍ରୀତିଲାଭ,
ମକର :--ଧନଓ ସହଯୋଗ ପ୍ରାପ୍ତ,
କୁମ୍ଭ :--କାର୍ଯ୍ୟେ ଉନ୍ନତି ଓ ପ୍ରଶଂସିତ,
ମୀନ :--ଶରୀର ବେଦନା ଯୁକ୍ତ ।
( ଦଶାଫଳ ଅନୁସାରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ ।)
--------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
------କୁରାଳ ----
^^^^
💐 ଜୟ ଶ୍ରୀସୂର୍ଯ୍ୟନାରାୟଣ 💐
👌ଜୟ ମା'ମାତଙ୍ଗୀ ଦେବୀ👌
-------------
Tags:
Horoscope