ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 10/06/2021, ଗୁରୁବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ, 10/06/2021,  ଗୁରୁବାର, 

💐 ଆଜିର ଦିନଟି 💐              ----------------    (  ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )                ------ ------- -----   -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :-----                       --------  ବୃଷ ଦି୨୭ନ, ଜ୍ୟେଷ୍ଠ କୃଷ୍ଣପକ୍ଷ ଅମାବାସ୍ୟା , ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୧୦ରିଖ ,ଗୁରୁବାର । ଅଦ୍ୟ ଜ୍ୟେଷ୍ଠ ଅମାବାସ୍ୟା ,ସାବିତ୍ରୀ ବ୍ରତ ।            --------------- ସୂର୍ଯ୍ୟୋଦୟ ପ୍ରାଘ୫/୮/୧୮, ସୂର୍ଯ୍ୟାସ୍ତ ସଂଘ୬/୨୩/୪୨ଗ ।             ------ ---- ----- ଅମାବାସ୍ୟା ଦିଘ୪/୨୫, ରୋହିଣୀ ଦିଘ୧୧/୪୭, ବୃଷଚନ୍ଦ୍ର ରାଘ୧/୧୨, ଧୃତି ଦିଘ୭/୫୦, ନାଗ ଦିଘ୪/୨୫ଗ, କିସ୍ତୁଘ୍ନ  ନିଶାନ୍ତ ।                -------------- ଯାତ୍ରା :--ଯୋଗିନୀ ଐଶାନ୍ୟେ ,ଦିଘ୪/୨୫         ଗତେ ପୂର୍ବେ ।ଅତଃ ଐଶାନ୍ୟେ ,          ପୂର୍ବେ ଏବଂ ଗତେ ପୂର୍ବେ ଓ         ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ତୁଳା ଓ କୁମ୍ଭ  ରାଶିଦ୍ୱୟର, ଘାତଚନ୍ଦ୍ର :--ବିଛା ରାଶିର, ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା, ଭକ୍ଷଣ ନିଷେଧ :--ମତ୍ସମାଂସ ,ପାଣିକଖାରୁ    କର୍ମ ନିଷେଧ :--ହଳପ୍ରବାହ , ପୁଷ୍କରଦୋଷ :--ନାସ୍ତି , ଶୁଭକର୍ମ :--ନାସ୍ତି , ଶ୍ରାଦ୍ଧ :--ଅମାବାସ୍ୟାର ଏକୋଦିଷ୍ଟ ପାର୍ବଣ,               ---------------- ଅମୃତବେଳା :--ପ୍ରାଘ୬/୫୫ମ,ଦିଘ୯/୩୪         ଗତେ ଦିଘ୧୨/୨୦ମ, ବାର ଓ କାଳବେଳା :--ଦିଘ୩/୬ଗ ସଂଘ              ୬/୨୫ମଧ୍ୟେ , କାଳରାତ୍ରୀ :-ରାଘ୧୧/୪୭ଗ ଘ୧/୭ମ,               ------------- *ଆଜିର ରାଶିଫଳ*      ********* ମେଷରାଶିର :--ଧନକ୍ଷୟ, ବୃଷ :--ଅର୍ଥପ୍ରାପ୍ତ, ମିଥୁନ :-ସ୍ୱାସ୍ଥ୍ୟ ଓ ଆୟହାନି, କର୍କଟ :--ପ୍ରଶଂସିତ, ନୂତନ କାର୍ଯ୍ୟ ପ୍ରାପ୍ତ, ସିଂହ:--କର୍ମେ ଖୁସି , କନ୍ୟା :--ଦଣ୍ଡଭୟ ଓ ପ୍ରୀତିହାନି, ତୁଳା :--ଶରୀର ପୀଡା ଓ ଦୁଃଚିନ୍ତା, ବିଛା :--ସହଯୋଗ ଲାଭ, ଧନୁ :--ଧନଲାଭ ଓ ଯଶବୃଦ୍ଧି, ମକର :-କାର୍ଯ୍ୟେ ବାଧା ଚିନ୍ତିତ, କୁମ୍ଭ :--ସାହାଯ୍ୟ ପ୍ରାପ୍ତ ,କିନ୍ତୁ ପୀଡ଼ିତ, ମୀନ :--ଦ୍ରବ୍ୟପ୍ରାପ୍ତ ,ମାତ୍ର ଅପମାନିତ ।   ( ଦଶାଫଳ ଅନୁସାରେ ମଧ୍ୟ କିଛି କିଛି ରାଶିଫଳରେ ପରିବର୍ତ୍ତନ ହୋଇପାରେ।)              ------------ ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।              -----: କୁରାଳ :---                   ^^^^^^^^    💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐          👌ଜୟ ମା' ସାବିତ୍ରୀ 💐                 --------------


💐 ଆଜିର ଦିନଟି 💐
             ----------------
   (  ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
               ------ ------- -----
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :-----
                      --------
 ବୃଷ ଦି୨୭ନ, ଜ୍ୟେଷ୍ଠ କୃଷ୍ଣପକ୍ଷ ଅମାବାସ୍ୟା , ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୧୦ରିଖ ,ଗୁରୁବାର ।
ଅଦ୍ୟ ଜ୍ୟେଷ୍ଠ ଅମାବାସ୍ୟା ,ସାବିତ୍ରୀ ବ୍ରତ ।
           ---------------
ସୂର୍ଯ୍ୟୋଦୟ ପ୍ରାଘ୫/୮/୧୮,
ସୂର୍ଯ୍ୟାସ୍ତ ସଂଘ୬/୨୩/୪୨ଗ ।
            ------ ---- -----
ଅମାବାସ୍ୟା ଦିଘ୪/୨୫,
ରୋହିଣୀ ଦିଘ୧୧/୪୭,
ବୃଷଚନ୍ଦ୍ର ରାଘ୧/୧୨,
ଧୃତି ଦିଘ୭/୫୦,
ନାଗ ଦିଘ୪/୨୫ଗ,
କିସ୍ତୁଘ୍ନ  ନିଶାନ୍ତ ।
               --------------
ଯାତ୍ରା :--ଯୋଗିନୀ ଐଶାନ୍ୟେ ,ଦିଘ୪/୨୫
        ଗତେ ପୂର୍ବେ ।ଅତଃ ଐଶାନ୍ୟେ ,
         ପୂର୍ବେ ଏବଂ ଗତେ ପୂର୍ବେ ଓ
        ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ତୁଳା ଓ କୁମ୍ଭ  ରାଶିଦ୍ୱୟର,
ଘାତଚନ୍ଦ୍ର :--ବିଛା ରାଶିର,
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା,
ଭକ୍ଷଣ ନିଷେଧ :--ମତ୍ସମାଂସ ,ପାଣିକଖାରୁ 
  କର୍ମ ନିଷେଧ :--ହଳପ୍ରବାହ ,
ପୁଷ୍କରଦୋଷ :--ନାସ୍ତି ,
ଶୁଭକର୍ମ :--ନାସ୍ତି ,
ଶ୍ରାଦ୍ଧ :--ଅମାବାସ୍ୟାର ଏକୋଦିଷ୍ଟ ପାର୍ବଣ,
              ----------------
ଅମୃତବେଳା :--ପ୍ରାଘ୬/୫୫ମ,ଦିଘ୯/୩୪
        ଗତେ ଦିଘ୧୨/୨୦ମ,
ବାର ଓ କାଳବେଳା :--ଦିଘ୩/୬ଗ ସଂଘ
             ୬/୨୫ମଧ୍ୟେ ,
କାଳରାତ୍ରୀ :-ରାଘ୧୧/୪୭ଗ ଘ୧/୭ମ,
              -------------
Ads  
*ଆଜିର ରାଶିଫଳ*
     *********
ମେଷରାଶିର :--ଧନକ୍ଷୟ,
ବୃଷ :--ଅର୍ଥପ୍ରାପ୍ତ,
ମିଥୁନ :-ସ୍ୱାସ୍ଥ୍ୟ ଓ ଆୟହାନି,
କର୍କଟ :--ପ୍ରଶଂସିତ, ନୂତନ କାର୍ଯ୍ୟ ପ୍ରାପ୍ତ,
ସିଂହ:--କର୍ମେ ଖୁସି ,
କନ୍ୟା :--ଦଣ୍ଡଭୟ ଓ ପ୍ରୀତିହାନି,
ତୁଳା :--ଶରୀର ପୀଡା ଓ ଦୁଃଚିନ୍ତା,
ବିଛା :--ସହଯୋଗ ଲାଭ,
ଧନୁ :--ଧନଲାଭ ଓ ଯଶବୃଦ୍ଧି,
ମକର :-କାର୍ଯ୍ୟେ ବାଧା ଚିନ୍ତିତ,
କୁମ୍ଭ :--ସାହାଯ୍ୟ ପ୍ରାପ୍ତ ,କିନ୍ତୁ ପୀଡ଼ିତ,
ମୀନ :--ଦ୍ରବ୍ୟପ୍ରାପ୍ତ ,ମାତ୍ର ଅପମାନିତ ।
  ( ଦଶାଫଳ ଅନୁସାରେ ମଧ୍ୟ କିଛି କିଛି ରାଶିଫଳରେ ପରିବର୍ତ୍ତନ ହୋଇପାରେ।)
             ------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
             -----: କୁରାଳ :---
                  ^^^^^^^^
   💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐
         👌ଜୟ ମା' ସାବିତ୍ରୀ 💐
                --------------

Post a Comment

Please Select Embedded Mode To Show The Comment System.*

Previous Post Next Post