ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (07/06/2021)ସୋମବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (07/06/2021)ସୋମବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (07/06/2021)ସୋମବାର


💐 ଆଜିର ଦିନଟି 💐
              ----------------
   (  ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
          --------- ------ ---------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----
                   ---------
ବୃଷ ଦି୨୪ନ, ଜ୍ୟେଷ୍ଠ କୃଷ୍ଣପକ୍ଷ ଦ୍ୱାଦଶୀ ଯୁକ୍ତ ତ୍ରୟୋଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୭ରିଖ ,ସୋମବାର ।
     ଅଦ୍ୟ ଶିବପ୍ରଦୋଶ ବ୍ରତ ।
                --------  --------
ସୂର୍ଯ୍ୟୋଦୟ ପ୍ରାଘ୫/୮/୧୧,
ସୂର୍ଯ୍ୟାସ୍ତ ସଂଘ୬/୨୨/୪୨ଗ ।
          ------- --------
ଦ୍ୱାଦଶୀ ଦିଘ୮/୫୧,
ଦ୍ୱିଜା ଅହୋରାତ୍ର,
ମେଷଚନ୍ଦ୍ର ଅହୋରାତ୍ର ,
ଅତିଗଣ୍ଡ ଅହୋରାତ୍ର,
ତୈତିଳ  ଦିଘ୮/୫୧ଗ 
ଗର ରାଘ୧୦/୯ ।
           -------------
ଯାତ୍ରା :--ଯୋଗିନୀ ନୈରୁତେ ।ଦିଘ୮/୫୧ଗ ଦକ୍ଷିଣେ ।ଅତଃ ନୈରୁତେ ଓ 
ଦକ୍ଷିଣେ ଏବଂ ଗତେ ଦକ୍ଷିଣେ ଓ ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମିଥୁନରାଶିର,
ଘାତଚନ୍ଦ୍ର :---ମେଷରାଶିର ,
ରଜଶ୍ଚକ୍ରେ :--କନ୍ୟା କାମାତୁର,
ଶୁଭକର୍ମ :---ନାସ୍ତି,
ଭକ୍ଷଣ ନିଷେଧ :---ପୋଇ ଓ ଦିଘ୮/୫୧
      ଗତେ ବାଇଗଣ ,
ପୂଷ୍କରଦୋଷ :---ମୃତେ ପା୧ଦ ଦିଘ୮/
                            ୫୧ଗତେ ,
ଶ୍ରାଦ୍ଧ :--ତ୍ରୟୋଦଶୀର ପାର୍ବଣ ,
             -------  -------
ଅମୃତବେଳା ;---ପ୍ରାଘ୬/୫୪ମ,
ବାରବେଳା :--ଦିଘ୩/୫ଗ ଘ୪/୪୪ମ,
କାଳବେଳା :--ପ୍ରାଘ୬/୪୮ଗ ଦିଘ୮/୨୭,
ମାହେନ୍ଦ୍ରବେଳା :--ରାଘ୨/୧୬ଗତେ
                      ରାଘ୨/୫୯ମ,
କାଳରାତ୍ରୀ :---ରାଘ୧/୭ଗ ଘ୨/୨୭ମ,
             ------- -/------
Ads
*ଆଜିର ରାଶିଫଳ*
    --------------
ମେଷରାଶିର :--ସୁସମ୍ବାଦ ଓ ବନ୍ଧୁ ପ୍ରାପ୍ତ,
ବୃଷ :--ସ୍ୱାସ୍ଥ୍ୟ ଓ ଧନବ୍ୟୟ,
ମିଥୁନ :--ଆୟାଧିକ ଓ ଯାତ୍ରା ଶୁଭ,
କର୍କଟ :--କର୍ମେ ଖୁସି ,
ସିଂହ :--ଅସହଯୋଗ ଓ ଦଣ୍ଡଭୟ,
କନ୍ୟା :-ଦୁର୍ଘଟଣା ଓ ବ୍ୟୟାଧିକ,
ତୁଳା :--ପ୍ରୀତିଲାଭ,
ବିଛା :--ସ୍ୱାସ୍ଥ୍ୟ ଓ କର୍ମେ ଉନ୍ନତି,
ଧନୁ :--କାର୍ଯ୍ୟ ଓ ବନ୍ଧୁ ହାନି,
ମକର :--ଚକ୍ଷୁପୀଡା ଓ ଅପମାନିତ,
କୁମ୍ଭ :--ଦ୍ରବ୍ୟ ଓ ଆୟବୃଦ୍ଧି,
ମୀନ :--ଅଶାନ୍ତି ,ଅପବ୍ୟୟ ଓ ଚିନ୍ତାବୃଦ୍ଧି,
  ( ଦଶାଫଳ ଅନୁସାରେ ମଧ୍ୟ ରାଶିଫଳରେ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରେ ।)
               ----------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
            -----: କୁରାଳ :---
                     ****
    💐 ଜୟ ଶ୍ରୀଶିବଶମ୍ଭୁ 💐
          👌ଜୟ ମା' ଭବାନୀ 👌
                  ------------

Post a Comment

Please Select Embedded Mode To Show The Comment System.*

Previous Post Next Post