ନୟାଗଡ ଜିଲ୍ଲା ଗୁରହା ଗାଁ' ହେଲା କଣ୍ଟେନ୍ ମେଣ୍ଟ ଜୋନ୍ !

ନୟାଗଡ ଜିଲ୍ଲା ଗୁରହା ଗାଁ' ହେଲା କଣ୍ଟେନ୍ ମେଣ୍ଟ ଜୋନ୍ !

ନୟାଗଡ ଜିଲ୍ଲା ଗୁରହା ଗାଁ' ହେଲା କଣ୍ଟେନ୍ ମେଣ୍ଟ ଜୋନ୍ !


ବାଣିଗୋଛା ରୁ ସୁବାଷ ଚନ୍ଦ୍ର ବାରିକଙ୍କ ରିପୋର୍ଟ
ବାଣିଗୋଛା : 02/05/2021 :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ, ଗୁରହା ଗ୍ରାମକୁ ବ୍ଲକ୍ ପ୍ରଶାସନ ତରଫରୁ କରୋନା କଣ୍ଟେନ୍ ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ଏହି ଗ୍ରାମର ଏକାଧିକ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହେଲାପରେ ଦଶପଲ୍ଲା ବ୍ଲକ୍ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି । ପ୍ରକାଶ ଥାଉକି, ଏହି ଗ୍ରାମର ବହୁ ବ୍ୟକ୍ତି ଭୂବନେଶ୍ୱର ଓ କଟକ ଫେରନ୍ତା

ହୋଇଥିବାରୁ, ଏହି ଗ୍ରାମରେ ଏଭଳି ସଂଗୀନ୍ ପରିସ୍ଥିତି ସୃଷ୍ଟି ହୋଇଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post