କରୋନା କଟକଣାକୁ ଫୁ , ସାତଜଣ ଜୁଆଡି ଗିରଫ !

କରୋନା କଟକଣାକୁ ଫୁ , ସାତଜଣ  ଜୁଆଡି ଗିରଫ !

କରୋନା କଟକଣାକୁ ଫୁ , ସାତଜଣ  ଜୁଆଡି ଗିରଫ


ନୟାଗଡ଼ 23/05/2021(ରିପୋର୍ଟ : ରତ୍ନାକର ହୋତା) :- ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ 7 ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ 7ଜଣ ଜୁଆଡି ମିଶି ଜୁଆ ଖେଳୁଥିଲେ । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସମେତ ଥାନାର କର୍ମଚାରୀ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ତାଙ୍କଠାରୁ 2670 ଟଙ୍କା ଜବତ କରିବା ସହ କୋଭିଡ ନିୟମ ଅବମାନନା ପାଇଁ 14 ହଜାର ଟଙ୍କା ଫାଇନ ଗଣିଛନ୍ତି । ଏଥିସହ ସେମାନଙ୍କ ମୋବାଇଲ ଜବତ କରାଯାଇଛି । ଚାନ୍ଦପୁର ଥାନାରେ 73/221ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post