ନୟାଗଡର ଅଗ୍ରଣୀ ସ୍ବେତ୍ସାସେବୀ ଅନୁଷ୍ଠାନ" ହେଲପିଂ ହ୍ୟାଣ୍ଡସ " ର ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଜଣାଇଲେ ସାମ୍ବାଦିକ ରାମକୃଷ୍ଣ ରଥ !

ନୟାଗଡର ଅଗ୍ରଣୀ ସ୍ବେତ୍ସାସେବୀ ଅନୁଷ୍ଠାନ" ହେଲପିଂ ହ୍ୟାଣ୍ଡସ "  ର ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ  ଜଣାଇଲେ ସାମ୍ବାଦିକ ରାମକୃଷ୍ଣ ରଥ !

ନୟାଗଡର ଅଗ୍ରଣୀ ସ୍ବେତ୍ସାସେବୀ ଅନୁଷ୍ଠାନ" ହେଲପିଂ ହ୍ୟାଣ୍ଡସ "  ର ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ  ଜଣାଇଲେ ସାମ୍ବାଦିକ ରାମକୃଷ୍ଣ ରଥ !


ନୟାଗଡ : 09/05/202: ନୟାଗଡର ଅଗ୍ରଣୀ ସ୍ବେତ୍ସାସେବୀ ଅନୁଷ୍ଠାନ" ହେଲପିଂ ହ୍ୟାଣ୍ଡସ "  ର ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ  !  ଆଜି ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ହେଲପିଙ୍ଗ ହ୍ୟାଣ୍ଡସ" ର  ସମସ୍ତ ସଭ୍ୟ ତଥା କର୍ମକର୍ତ୍ତାମାନେ  ନୟାଗଡ ସହରରେ  ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି | ସଟଡାଉନ ସମୟରେ ଚାରିଆଡ଼ ବନ୍ଦ ଥିଲା | ପ୍ରବଳ ଖରାସତ୍ୱେ ଜିଲ୍ଳାର ସୁନାମଧନ୍ୟ ସ୍ବେତ୍ସାସେବୀ ଅନୁଷ୍ଠାନ ହେଲପିଂ ହ୍ୟାଣ୍ଡର କର୍ମକର୍ତ୍ତା ମାନେ ଏହି ମହତ କାର୍ଯ୍ୟ କରିଥିଲେ | କୋଭିଡ ଆଇନକୁ ସମ୍ମାନ ଜଣାଇ ଏପରିକି ସରକାରଙ୍କ କୋଭିଡ ଆଇନ ଅନୁଯାୟୀ ସେମାନେ ଏହି କାର୍ଯ୍ୟ କରିଥିଲେ | ସମଗ୍ର ସହର ସମେତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନିରାଶ୍ରୟ,ନିରୀହ, ଗରିବ, ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି 

ମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ଆଗ୍ରହର ସହ ବୁଲି ବୁଲି ବାଣ୍ଟିଛନ୍ତି | ସେମାନେ ମଧ୍ୟ ମୁଖ୍ୟ ବସଷ୍ଟାଣ୍ଡରେ ମଧ୍ୟ ସେବା ଜାରି ରଖିଥିଲେ | କରୋନା ସମୟରେ ଏଭଳି  ଯୁବକ ମାନଙ୍କର ନିସ୍ଵାର୍ଥପର ସେବା ମନୋଭାବାକୁ ସମଗ୍ର ସହରରେ ପ୍ରଂଶସା କରାଯାଇଥିଲା |  ବାସ୍ତବିକ ହେଲପିଂ ହ୍ୟାଣ୍ଡର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ  ଧନ୍ୟବାଦ ପାଇବାକୁ ଯୋଗ୍ୟ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି | ବେଶୀ ଖୁସି ଲାଗିଥିଲା,  କିଛିନକରି ବହୁତ କିଛି ସମାଜ ପାଇଁ କରୁଛୁ ବୋଲି ଦେଖେଇ ହେବାପାଇଁ ପ୍ରଚାର ପ୍ରସାର ପାଇଁ କିଛି ହାତଗଣତି ବ୍ୟାକୁଳ ହେଉଥିବାବେଳେ,  ହେଲପିଂ ହ୍ୟାଣ୍ଡର ସଭ୍ୟ ମାନେ ସେମାନଙ୍କର ନାମ କହି ନଥିଲେକି କାହାନାମ ଏହି ଛୋଟିଆ ସହାୟତା ପାଇଁ ଲେଖିବେ ନାହିଁ ବୋଲି ଆମ୍ଭକୁ ଅନୁରୋଧ କରିଛନ୍ତି | ଘଟଣା ସେମାନଙ୍କର ନିସ୍ଵାର୍ଥପରତା କାର୍ଯ୍ୟର ମହନୀୟତାକୁ ସୁଚାଉଛି  ହିଁ ସୁଚାଉଛି, ତେବେ ଏହା ଏକ ଛୋଟ କାମ ନୁହେଁ ବରଂ ସମାଜ ପାଇଁ ସମର୍ପିତ ଏକ ମହାନ କାମ | 

   ଏହି ଅବସରରେ ହେଲପିଂ ହ୍ୟାଣ୍ଡର ସମସ୍ତ ଭାଇ ମାନଙ୍କର ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରୁଛନ୍ତି ସାମ୍ବାଦିକ ରାମକୃଷ୍ଣ ରଥ  | ନୟାଗଡ଼ ଖବର ତରଫରୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା... 

Post a Comment

Please Select Embedded Mode To Show The Comment System.*

Previous Post Next Post