କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ, କନ୍ଧମାଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି...

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ,  କନ୍ଧମାଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି... 

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ,  କନ୍ଧମାଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି...


କନ୍ଧମାଳ : 24/05/2021(ରିପୋର୍ଟ : ମିହିରକାନ୍ତ ମିଶ୍ର): -କନ୍ଧମାଳ ଜିଲ୍ଲାର ସର୍ବସାଧାରଣ ଖବର କାଗଜର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା ଙ୍କ ରବିବାର ରାତ୍ରରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କର ବୟସ 45 ବର୍ଷ ବୟସ ହୋଇଥିବାବେଳେ  କରୋନା ଆକ୍ରାନ୍ତ ରେ ସେ ଗତ ଚାରିଦିନ ତଳେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ। ରବିବାର ରାତ୍ର ଦଶ ଘଣ୍ଟିକା ସମୟରେ  ତାଙ୍କର ମୃତ୍ୟୁ ଘଟିଥିଲା ସେ ଜଣେ ନିଷ୍କପଟ ସରଳ ହୃଦୟର ବ୍ୟକ୍ତିତ୍ବ ରୂପେ ସେ ସର୍ବସାଧରାଣରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଆଶୁତୋଷ ବେହେରା ଙ୍କ ଦେହାନ୍ତ ଖବର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

    NKNEWS ODISHA ପରିବାର ତରଫରୁ ସ୍ବର୍ଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଅମର ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି.... ଜଗତର ନାଥ ଜଗନ୍ନାଥ, ସେହି ମହାନ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ... ଜୟ ଜଗନ୍ନାଥ... 

Post a Comment

Please Select Embedded Mode To Show The Comment System.*

Previous Post Next Post