ବୃଦ୍ଧଙ୍କୁ ମନା ବାତ୍ୟା ଆଶ୍ରୟ ସ୍ଥଳୀ !

ବୃଦ୍ଧଙ୍କୁ ମନା ବାତ୍ୟା ଆଶ୍ରୟ ସ୍ଥଳୀ !

ବୃଦ୍ଧଙ୍କୁ ମନା ବାତ୍ୟା ଆଶ୍ରୟ ସ୍ଥଳୀ !


କେନ୍ଦ୍ରାପଡ଼ା : 25/05/2021(ରିପୋର୍ଟ : ପ୍ରତୀକ ମିଶ୍ର): ବାତ୍ୟା ୟାସ ପାଇଁ ସବୁ ଉପକୂଳବର୍ତ୍ତୀ ଅଂଚଳୟରେ ହାଇଆଲର୍ଟ ଜାରିକରିଛନ୍ତି ସରକାର | ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜିଲ୍ଲାରେ ସବୁ ଉପକୂଳବର୍ତ୍ତୀ ଅଂଚଳରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ବା ନିରାପଦ ସ୍ଥାନକୁ ନେବା ପାଇଁ ପ୍ରଶାସନ ବ୍ୟବସ୍ତା କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ରାଜନଗର ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା  |

ଜିଲ୍ଲାପ୍ରଶାସନ ସରପଞ୍ଚଙ୍କ ଜରିଆରେ  ଲୋକମାନଙ୍କୁ କଚ୍ଚାଘରୁ ଆଣି ପକ୍କାଘରେ ରଖିବା ବ୍ୟବସ୍ଥା କରିଛନ୍ତି | କିନ୍ତୁ ରାଜଗଡ଼  ପଞ୍ଚାୟତର ସରପଞ୍ଚ ପଦ୍ମନାଭ ପ୍ରତିହାରୀ  ଦୁଇ ଜଣ ବୃଦ୍ଧଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରୁ ବିତାଡିତ କରିଥିବା ସୂଚନା ମିଳିଛି  | ଯାହାକି ଏକପ୍ରକାର ଦୁର୍ଭାଗ୍ୟର ବିଷୟ |ପ୍ରଶାସନ ଲୋକଙ୍କୁ

Post a Comment

Please Select Embedded Mode To Show The Comment System.*

Previous Post Next Post