ଝଡ ତୋଫାନ ରେ ମହିପୁରୁ ବାହାଡ଼ା ଝୋଲା ରାସ୍ତା ବନ୍ଦ !

ଝଡ ତୋଫାନ ରେ ମହିପୁରୁ ବାହାଡ଼ା ଝୋଲା ରାସ୍ତା ବନ୍ଦ !

ଝଡ ତୋଫାନ ରେ ମହିପୁରୁ ବାହାଡ଼ା ଝୋଲା ରାସ୍ତା ବନ୍ଦ !


ନୂଆଗାଁ : 28/05/2021(ରିପୋର୍ଟ : ନିରଞ୍ଜନ ସାହୁ): ଆଜି (28/05)  ଅପରାହ୍ନ 4ଟା ସମୟରେ ଅଚାନକ ଝଡ ତୋଫାନ ଆସି ମହିପୁରୁ -ବାହାଡ଼ାଝୋଲା ପୂର୍ତ ବିଭାଗ ରାସ୍ତା ରେ ଏକ ବିରାଟ ବଡ଼ ଆମ୍ବ ଗଛ ପଡ଼ି ରାସ୍ତା ବନ୍ଦ ଅଛି ।

ନୟାଗଡ଼ ଜିଲ୍ଲା ମହିପୁରୁ ଠାରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ବନ୍ତଳା ଛକ ନିକଟରେ ଆମ୍ବ ଗଛ ପଡ଼ି ରାସ୍ତା ବଦ ଅଛି | ଦୁଇ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଲାଗିଛି | 

ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ପହଂଚି ବର୍ଷା ସମୟରେ  ଗଛ କାଟି ରାସ୍ତା ସଫା ଆରମ୍ଭ କରିଛନ୍ତି। କିନ୍ତୁ ପୂର୍ତବିଭାଗ କୁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ରିସିଭ କରିନାହାନ୍ତି । ଏଠି ରାସ୍ତା ସଫା କରିବା ରେ ନିୟୋଜିତ ଥିବା ଓଡ଼ଗାଁ ଦମକଳ ବାହିନୀ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ଏହି ଅଞ୍ଚଳବାସୀ ।

Post a Comment

Please Select Embedded Mode To Show The Comment System.*

Previous Post Next Post