ସେବା ଦେବାରେ ବିଫଳ ମହିପୁର ଉପଡାକ ଘର !
ନୂଆଗାଁ : 14/05/2021(ରିପୋର୍ଟ : ନିରଞ୍ଜନ ସାହୁ): କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି | ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ଜନସାଧାରଣଙ୍କ ସମସ୍ତ ପ୍ରକାର ସୁବିଧା ସହ ବ୍ୟାଙ୍କ ସେବା ତଥା ଡେଲି ଡିଡିପୋଟି ସହ ଫିକ୍ସ (R D) ସମସ୍ତ ଅଲଲାଇନ ସୁବିଧା ଦେବାପାଇଁ ପ୍ରଚାର ପ୍ରସାର କେନ୍ଦ୍ର ସରକାର କରୁଥିବା ବେଳେ ତହା କେବଳ କାଗଜ କଲମରେ ସୀମିତ ଥିବାଭଳି ମନେହେଉଛି । କେତେକ ଅଞ୍ଚଳରେ ନିଜସ୍ୱ କାର୍ଯ୍ୟାଳୟ ନଥିବାବେଳେ ଭଡ଼ାଘରେ ଚାଲିଛି ଡାକସେବା | ସେଥିରେ ପୁଣି ଇଣ୍ଟେର୍ନେଟର କମି ରହୁଛି |
କେତେକ ଡାକ ଘରେ ଏମିତିକି ବିଦ୍ୟୁତ ରହୁନି । ଫଳରେ ବ୍ୟାଙ୍କ ସେବାତ ଦୁରର କଥା ଏପରିକି ରେଭିନୁ ଷ୍ଟାଫ୍ କିମ୍ୱା ଆଇପିଓ ମିଳିବା ମଧ୍ୟ କଷ୍ଟ ହେଉଛି | ଏହିପରି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର ମହିପୁରୁ ଓ ବାହାଡ଼ାଝୋଲା ଉପଡାକଘରେ | ଲୋକ ନାହିଁ ନଥୀବା ଅସୁବିଧା ହେଉଛନ୍ତି କିନ୍ତୁ ଶୁଣୁଛି କିଏ ? ଏଥିପ୍ରତି ଏଣୁ ଉଚ୍ଚସ୍ତରୀୟ ଅଧିକାରୀ ଦୁଷ୍ଟି ଦେବାପାଇଁ ଅଂଚଳ ବାସିନ୍ଦାଙ୍କ ଦାବି କରିଛନ୍ତି।