ନୂଆଗାଁ ବ୍ଲକର ତିନୋଟି ଗାଁ' କୁ କଣ୍ଟେନମେଣ୍ଟ ଘୋଷଣା କଲେ ତହସିଲଦାର !

ନୂଆଗାଁ ବ୍ଲକର ତିନୋଟି ଗାଁ' କୁ କଣ୍ଟେନମେଣ୍ଟ ଘୋଷଣା କଲେ ତହସିଲଦାର !

ନୂଆଗାଁ ବ୍ଲକର ତିନୋଟି ଗାଁ' କୁ କଣ୍ଟେନମେଣ୍ଟ ଘୋଷଣା କଲେ ତହସିଲଦାର !


ନୂଆଗାଁ : 16/05/2021(ରିପୋର୍ଟ : ନିରଞ୍ଜନ ସାହୁ ): ସାରା ଭାରତରେ କୋରାନା ମହାମାରୀର ଦ୍ଵିତୀୟ ଲହରୀ ମାଡିଚାଲିଥୀବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ସୁଷ୍ଟି ହୋଇଛି | ଏହି ପରିପ୍ରେକ୍ଷୀରେ ଅମାନିଆ ଙ୍କୁ ସାବାଡ ପାଇଁ ପ୍ରଶାସନ ପଦେକ୍ଷପ ନେଉଛି ।  ତଥାପି ପ୍ରବାସୀ ଙ୍କ ଘରମୁହାଁ ପ୍ରଶାସନ ର ଚିନ୍ତା ର କାରଣ ପାଲଟିଛି ।

ଏହାର ପ୍ରଭାବରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଆଜି ସୁଦ୍ଧା କରୋନା ପଜେଟିଭର ସଂଖ୍ୟା ୬୯୫ରେ ପହଁଚିଛି | ଗତଥର ଅପେକ୍ଷା ଏଥର ମୃତ୍ୟୁ ବରଣ ସଂଖ୍ୟା ବୃଦ୍ଧି ପାଇଥିବା ରୁ ତିନୋଟି ଗାଁ' କୁ କଟେନ ମେଣ୍ଟ ଘୋଷଣା କରାଯାଇଛି | ସେଥିମଧ୍ୟରୁ
ଖୁଣ୍ଟଗାଁ ପଂଚାୟତର ପଦ୍ମପୁର, ମହିପୁରୁ ପଂଚାୟତର ମନ୍ଦିର ସାହି ଓ ନୂଆଗାଁ ପଚାୟତର ହରିଜନ ସାହି କୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ତହସିଲଦାର ପ୍ରଳୟ ନନ୍ଦ ସତପଥୀ | ଏହାସହ ମହିପୁର ସରପଂଚ ଓ ନୂଆଗାଁ ସରପଂଚ ଗଜେନ୍ଦ୍ର ନାଥ ପ୍ରଧାନ ନିଜେ ନିଜ ପଂଚାୟତର ସ୍ଥିତି ସମୀକ୍ଷା କରିଛନ୍ତି |ଜନସାଧାରଣଙ୍କୁ ସରକାରୀ ନିୟମ ମାନି ଚଳିବା ପାଇଁ ନିବେଦନ କରିଛନ୍ତି । 

Post a Comment

Please Select Embedded Mode To Show The Comment System.*

Previous Post Next Post