ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ !
💐 *ଆଜିର ଦିନଟି* 💐
----------------
( ଜୟ ଜଗନ୍ନାଥ ,ଶୁଭ ସକାଳ )
---– ---- -----
----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :----
********
ମେଷ ଦି୨୮ନ, ବୈଶାଖ କୃଷ୍ଣପକ୍ଷ ଅମାବାସ୍ୟା ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୧ରିଖ ,ମଙ୍ଗଳବାର । ଅଦ୍ୟ ଋକ୍ମୁଣୀ ଅମାବାସ୍ୟା
-----------------
ସୂର୍ଯ୍ୟୋଦୟ ପ୍ରାଘ୫/୧୩/୫୪,
ସୂର୍ଯ୍ୟାସ୍ତ ସଂଘ୬/୧୨/୧୧ଗ
------- ---- ------
ଅମାବାସ୍ୟା ରାଘ୧୨/୩୨,
ଦ୍ୱିଜା ରାଘ୧୧/୩୪,
ମେଷଚନ୍ଦ୍ର ଅହୋରାତ୍ର,ଭଭ
ସୈ।ଭାଗ୍ୟ ରାଘ୧୦/୪୪,
ଚତୁଷ୍ପଦ ଦିଘ୧୧/୧୫ଗ
ନାଗ ରାଘ୧୨/୩୨ ।
------------
ଯାତ୍ରା :--ଯୋଗିନୀ ଐଶାନ୍ୟେ ।ଅତଃ ଐଶାନ୍ୟେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମକରରାଶିର,
ଘାତଚନ୍ଦ୍ର :--ମେଷରାଶିର,
ରଜଶ୍ଚକ୍ରେ :--କନ୍ୟା କାମାତୁର, ରାଘ୧୧/
୩୪ଗ ଶ୍ରୀସଂପନ୍ନା ।
ପୁଷ୍କରଦୋଷ :--ମୃତେ ପା୨ଦ,ରାଘ ୧୧/
୩୪ଗ ପା୧ଦ,
ଭକ୍ଷଣ ନିଷେଧ :--ମତ୍ସମାଂସ ,
ବର୍ଜନୀୟ:--ତୈଳସେବନ , ସ୍ତ୍ରୀ ସମ୍ଭୋଗ
ହଳପ୍ରବାହ ,
ଶୁଭକର୍ମ :--ନାସ୍ତି ,
ଶ୍ରାଦ୍ଧ :--ଅମାବାସ୍ୟାର ଏକୋଦିଷ୍ଟ ପାର୍ବଣ।
------------
ଅମୃତବେଳା :--ଦିଘ୭/୪୯ମ,
ବାରବେଳା :--,ପ୍ରାଘ୬/୫୦ଗ ଘ୮/୨୮ମ
କାଳବେଳା :--ଦିଘ୧/୨୧ଗ ଘ୨/୫୮ମ,
ମାହେନ୍ଦ୍ରବେଳା :--ରାଘ୭/୪୧ଗ ଘ୯/୮ମ
କାଳରାତ୍ରୀ :--ରାଘ୭/୩୬ଗ ଘ୮/୫୮ମ,
-----------
*ଆଜିର ରାଶିଫଳ*
---------------------
ମେଷରାଶିର :--ଆୟାଧିକ ଓ ସୈ।ଖପ୍ରାପ୍ତ,
ବୃଷ :--ସ୍ୱାସ୍ଥ୍ୟ ଓ ଧନହାନି,
ମିଥୁନ :--ନୂତନ ଆୟଯୋଗ ଓ ପ୍ରଶଂସିତ,
କର୍କଟ :--କର୍ମେ ଖୁସି ଓ ଅଗ୍ରଗତି,
ସିଂହ :--ଦଣ୍ଡଭୟ ଓ ଧନନାଶ,
କନ୍ୟା :--ଆଘାତ ଓ ପୀଡ଼ିତ,
ତୁଳା :--ପ୍ରୀତିବୃଦ୍ଧି,
ବିଛା :--ବନ୍ଧୁ ଓ ନୂତନ କର୍ମଲାଭ,
ଧନୁ :--କର୍ମେ ବ୍ୟତିବସ୍ତ ଓ କ୍ଷତି,
ମକର :--କଳହ ଓ ଚକ୍ଷୁପୀଡା,
କୁମ୍ଭ :--ଧନ ଓ ଦ୍ରବ୍ୟଲାଭ,
ମୀନ :--ଅର୍ଥହାନି ଓ ବିପଦ ସମ୍ମୁଖୀନ
( ଦଶାଫଳ ଅନୁସାରେ ମଧ୍ୟ ଆଜିର ଏ ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ, କୁରାଳ
CORONA VIRUS STATUS
Tags:
Horoscope