ବାତ୍ୟା ସମୟରେ ପୁଣି ଏକ ବିପତ୍ତି : ନିଶ୍ଚିନ୍ତକୋଇଲି ଜିଗିନୀପୁର ଇନ୍ଦ୍ରମଣି ଦାସଙ୍କର 4ବଖରା ଘରେ ଅଗ୍ନିକାଣ୍ଡ !

 ବାତ୍ୟା ସମୟରେ ପୁଣି ଏକ ବିପତ୍ତି : ନିଶ୍ଚିନ୍ତକୋଇଲି ଜିଗିନୀପୁର ଇନ୍ଦ୍ରମଣି ଦାସଙ୍କର 4ବଖରା ଘରେ ଅଗ୍ନିକାଣ୍ଡ !

ବାତ୍ୟା ସମୟରେ ପୁଣି ଏକ ବିପତ୍ତି : ନିଶ୍ଚିନ୍ତକୋଇଲି ଜିଗିନୀପୁର ଇନ୍ଦ୍ରମଣି ଦାସଙ୍କର 4ବଖରା ଘରେ ଅଗ୍ନିକାଣ୍ଡ !


 କେନ୍ଦ୍ରାପଡ଼ା : 24/05/2021(ରିପୋର୍ଟ : ପ୍ରତୀକ ମିଶ୍ର ): ନିଶ୍ଚିନ୍ତକୋଇଲି:ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନୀପୁର ପଞ୍ଚାୟତ ର ୩ନମ୍ବର ୱାର୍ଡ ର ଇନ୍ଦ୍ରମଣୀ ଦାସ ଓ ମିନତୀ ଦାସ ଙ୍କ  ୪ବଖରାଘର ଆଜି ଦିନ ୨ଟା ସମୟ ରେ ପୋଡି ଯାଇଛି।ଏହା ସର୍ଟସର୍କିଟ ଯୋଗୁଁ ଏହା ଘଟିଛି ବୋଲି ସୂଚନା ମିଳିଛି । ତାଙ୍କର ଧାନ,ଚାଉଳ ଓ ବହୁ ଆସବାପତ୍ର ପୋଡିଯାଇଥିବା  ଜଣାପଡ଼ିଛି ।ସ୍ଥାନୀୟ ଗ୍ରାମବାସୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବାତ୍ୟା ସମୟରେ ଏଭଳି ବିପତି ଚନ୍ଦ୍ରମଣୀଙ୍କ ଚିନ୍ତା କୁ ଦ୍ୱିଗୁଣିତ କରିଛି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବିହେଉଛି।

Post a Comment

Please Select Embedded Mode To Show The Comment System.*

Previous Post Next Post