ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 31/05/2021(ସୋମବାର)
💐 ଆଜିର ଦିନଟି 💐
----------------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
------ ------ ------
------:ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
--------------
ବୃଷ ଦି୧୭ନ,ଜ୍ୟେଷ୍ଠ କୃଷ୍ଣପକ୍ଷ ଷଷ୍ଠୀ ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ତା୩୧ରିଖ ,ସୋମବାର ।
----- ----- ----- ------
ସୂର୍ଯ୍ୟୋଦୟ ପ୍ରାଘ୫/୮/୨୮,
ସୂର୍ଯ୍ୟାସ୍ତ ସଂଘ୬/୨୦/୭ଗ ।
--------------
ଷଷ୍ଠୀ ରାଘ୧/୯,
ଶ୍ରବଣା ଦିଘ୪/୪,
ମକରଚନ୍ଦ୍ର ରାଘ୪/୧,
ବ୍ରହ୍ମା ପ୍ରାଘ୬/୬ଗ,
ଇନ୍ଦ୍ର ରାଘ୪/୧୬,
ଗର ଦିଘ୧/୩୬ଗ,
ବାଣିଜ୍ୟ ରାଘ୧/୯ ।
---------------
ଯାତ୍ରା :--ଯୋଗିନୀ ପଶ୍ଚିମେ ।ଅତଃ ପଶ୍ଚିମେ ଓ ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମିଥୁନରାଶିର,
ଘାତଚନ୍ଦ୍ର :--ସିଂହ ରାଶିର,
ଭକ୍ଷଣ ନିଷେଧ :---ପିତାଦ୍ରବ୍ୟ,
ଶୁଭକର୍ମ :---ଶ୍ରବଣା ଓ ଧନିଷ୍ଠା ନକ୍ଷତ୍ରେ
ବିବାହ ପାଣିଗ୍ରହଣ ,
ରଜଶ୍ଚକ୍ରେ :--କନ୍ୟା ପତିବିଛେଦା ,ଦିଘ
୪/୪ଗ ସର୍ବସୁଖୀ ,
ଶରଣପଞ୍ଚକ :---କ୍ରମଶଃ,
ପୁଷ୍କରଦୋଷ :--ମୃତେ ରାଘ୧/୯ଗ
ପା୧ଦ,
ଶ୍ରାଦ୍ଧ :---ଷଷ୍ଠୀର ଏକୋଦିଷ୍ଟ ପାର୍ବଣ ,
-----------
ଅମୃତବେଳା :---ଦିଘ୮/୪୦ଗ ଘ୧୧/୧୮
ବାରବେଳା :--ପ୍ରାଘ୩/୩ଗ ଘ୪/୪୨,
କାଳବେଳା :--ପ୍ରାଘ ୬/୪୭ଗ ଘ୮/୨୭ମ
ମାହେନ୍ଦ୍ରବେଳା :--ରାଘ୨/୧୬ଗ ଘ୨/୫୯
କାଳରାତ୍ରୀ :--ରାଘ୧/୬ଗ ଘ୨/୨୬ମ ।
---------- ----- ---------
*ଆଜିର ରାଶିଫଳ*
*********
ମେଷରାଶିର :---କର୍ମେ ଓ ଆୟେ ଖୁସି,
ବୃଷ :--ଦଣ୍ଡପ୍ରାପ୍ତ ,ଅନୁଶୋଚନା ,
ମିଥୁନ :---ଆଘାତ ଓ ଶରୀର ପୀଡା,
କର୍କଟ :--ସ୍ତ୍ରୀ ସହଯୋଗ ଓ କାର୍ଯ୍ୟ ହାସଲ
ସିଂହ :--ଧନପ୍ରାପ୍ତ ,
କନ୍ୟା :--କାର୍ଯ୍ୟେ କଷ୍ଟ ଓ ବାଧା ,
ତୁଳା :--ଚକ୍ଷୁପୀଡା ,ଋଣଗ୍ରସ୍ତ,
ବିଛା :--ଧନଦ୍ରବ୍ୟ ଲାଭ,
ଧନୁ :--ଅପବ୍ୟୟ ,ଅଶାନ୍ତି ଓ ଶତ୍ରୂବୃଦ୍ଧି,
ମକର :--ଶ୍ରୀଲାଭ , କାର୍ଯ୍ୟେ ଉନ୍ନତି ,
କୁମ୍ଭ :--ସ୍ୱାସ୍ଥ୍ୟହାନି ଓ ଧନକ୍ଷୟ,
ମୀନ :--ଯାତ୍ରା ଶୁଭ, ବନ୍ଧୁ ଯୋଗ ।
( ଦଶାଫଳ ଅନୁସାରେ ମଧ୍ୟ କିଛି କିଛି ଫଳାଫଳ ପରିବର୍ତ୍ତନ ହୋଇପାରେ।)
-------------
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
-------: କୁରାଳ :------
*****
💐 ଜୟ ଶ୍ରୀଚନ୍ଦ୍ରଶେଖର 💐
👌ଜୟ ମା'ଭୁବନେଶ୍ୱରୀ👌
-----------------
Tags:
Horoscope