ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ.. 30/05/2021(ରବିବାର )
💐*ଆଜିର ଦିନଟି* 💐
-----------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
------- ----- ------
----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---
----- ----- ----- ------
ବୃଷ ଦି୧୬ନ,ଜ୍ୟେଷ୍ଠ କୃଷ୍ଣପକ୍ଷ ପଞ୍ଚମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୩୦ରିଖ ,ରବିବାର ।
-------
ସୂର୍ଯ୍ୟୋଦୟ ପ୍ରାଘ୫/୮/୩୬,
ସୂର୍ଯ୍ୟାସ୍ତ ସଂଘ୬/୧୯/୪୪ଗ
--------
ପଞ୍ଚମୀ ରାଘ୨/୧୬,
ଉତ୍ତରଷାଢା ଦିଘ୪/୪୪,
ମକରଚନ୍ଦ୍ର ଅହୋରାତ୍ର,
ଶୁକ୍କ ଦିଘ୮/୩୨,
କୈ।ଳବ ଦିଘ୩/୬ଗ
ତୈତିଳ ରାଘ୨/୧୬ ।
------------
ଯାତ୍ରା :--ଯୋଗିନୀ ଦକ୍ଷିଣେ ।ଅତଃ ଦକ୍ଷିଣେ ଓ ପୂର୍ବେ ରାଘ୨/୧୬ମ
ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--ସିଂହ ରାଶିର,
ଶୁଭକର୍ମ :--ଉତ୍ତରଷାଢା ଓ ଶ୍ରବଣା
ନକ୍ଷତ୍ରେ ବିବାହ ପାଣିଗ୍ରହଣ ,
ରଜଶ୍ଚକ୍ରେ :--କନ୍ୟା ପତିବିଛେଦା,
ପୁଷ୍କରଦୋଷ :--ମୃତେ ପା୨ଦ ଦିଘ୪/୪୪
ମଧ୍ୟେ ଓ ଗତେ ପା୧ଦ,
ଶରଣପଞ୍ଚକ :--କ୍ରମଶଃ,
ଭକ୍ଷଣ ନିଷେଧ :--ବେଲ ,
ଶ୍ରାଦ୍ଧ :---ପଞ୍ଚମୀର ଏକୋଦିଷ୍ଟ ପାର୍ବଣ ,
------------
ଅମୃତବେଳା :--ଦିଘ୭/୪୭ମ,
କାଳଓ ବାରବେଳା :-- ଦିଘ୧୦/୬ଗ
ଦିଘ୧/୨୪ମଧ୍ୟରେ,
ମାହେନ୍ଦ୍ରବେଳା :--ଦିଘ୩/୪୨ଗଘ୪/୩୫
କାଳରାତ୍ରୀ :--ରାଘ୧/୫ଗ ଘ୨/୨୬ମ,
-------------
*ଆଜିର ସଂକ୍ଷିପ୍ତ ରାଶିଫଳ*
--------------
ମେଷରାଶିର :---କର୍ମେ ଉନ୍ନତି ଓ ଖୁସି,
ବୃଷ :--ଦଣ୍ଡଭୟ ,ପିଲାଙ୍କଚିନ୍ତା ,ଅପବ୍ୟୟ,
ମିଥୁନ :--ଦୁର୍ଘଟଣା ,ଆଘାତ ଓ ଧନନାଶ,
କର୍କଟ :--ପ୍ରୀତିବୃଦ୍ଧି ,ସହଯୋଗ ପ୍ରାପ୍ତ,
ସିଂହ :--ଧନଲାଭ ଓ ସମ୍ମାନ ବୃଦ୍ଧି,
କନ୍ୟା :-- କାର୍ଯ୍ୟେ ବାଧା ଓ ଅବନତି,
ତୁଳା :--ଶରୀର ପୀଡା ଓ ଚିନ୍ତିତ,
ବିଛା :--ଯାତ୍ରା ଶୁଭ ଓ ଦ୍ରବ୍ୟପ୍ରାପ୍ତ,
ଧନୁ :--ଧନନାଶ ,ଶିରପୀଡା ,
ମକର :--ଧନ,ସମ୍ମାନ ଓ ଆଭୂଷଣ ପ୍ରାପ୍ତ,
କୁମ୍ଭ :--ସ୍ୱାସ୍ଥ୍ୟ ପ୍ରତି ବିପଦ, ବ୍ୟୟବୃଦ୍ଧି,
ମୀନ :--ଆୟାଧିକ ,ବନ୍ଧୁ ସଂପର୍କ ବୃଦ୍ଧି ଓ
କର୍ମେ ଉନ୍ନତି ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
-------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
------: କୁରାଳ :----
------------
💐 ଜୟ ଶ୍ରୀବିରଞ୍ଚିନାରାୟଣ 💐
👌ଜୟ ମା'ମାତଙ୍ଗୀ ଦେବୀ👌
------ ---- -------
Tags:
Horoscope