ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 29/05/2021(ଶନିବାର )
💐 *ଆଜିର ଦିନଟି*💐
-------;;--------
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
------ ------ -------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :-----
---------------
ଅଦ୍ୟ ବୃଷ ଦି୧୫ନ,ଜ୍ୟେଷ୍ଠ କୃଷ୍ଣପକ୍ଷ ତୃତୀୟା ଯୁକ୍ତ ଚତୁର୍ଥୀ, ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୨୯ରିଖ,
ଶନିବାର । ଅଦ୍ୟ ସଂକଟୀ ଗଣେଶ ଚତୁର୍ଥୀ ବ୍ରତ ।
-----------------
ସୂର୍ଯ୍ୟୋଦୟ ପ୍ରାଘ୫/୮/୪୪ଗ,
ସୂର୍ଯ୍ୟାସ୍ତ ସଂଘ୬/୧୯/୨୩ଗ ।
---------
ତୃତୀୟା ପ୍ରାଘ୬/୩୭ଗ,
ଚତୁର୍ଥୀ ରାଘ୪/୭,
ପୂର୍ବାଷାଢା ସଂଘ୬/୬,
ଧନୁଚନ୍ଦ୍ର ରାଘ୧୧/୪୨,
ଶୁଭ ଦିଘ୧୧/୩୨,
ବିଷ୍ଟି ପ୍ରାଘ୬/୩୭ଗ,
ବବ ସଂଘ୫/୧୭ଗ,
ବାଳବ ରାଘ୪/୭ ।
-----------------
ଯାତ୍ରା :--ଯୋଗିନୀ ଆଗ୍ନେୟେ ,ଦିଘ୬/୩୭
ଗତେ ନୈରୁତେ ।ଅତଃ ଆଗ୍ନେୟେ
ଓ ପୂର୍ବେ ଏବଂ ଗତେ ନୈରୁତେ ଓ
ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ବୃଷ, ସିଂହ ଓ କନ୍ୟା
ରାଶିତ୍ରୟର ,
ଘାତଚନ୍ଦ୍ର :--ତୁଳା ଓ କୁମ୍ଭ ରାଶିଦ୍ୱୟର,
ରାଘ୧୧/୪୨ଗ ସିଂହରାଶିର
ଭକ୍ଷଣ ନିଷେଧ :- ପୋଟଳ ଓ ମୂଳକ,
ରଜଶ୍ଚକ୍ରେ :--କନ୍ୟା ପତିବିଛେଦା,
ଶୁଭକର୍ମ :--ସଂଘ୬/୬ଗ ଉତ୍ତରଷାଢା
ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ଶରଣପଞ୍ଚକ :--ରାଘ୧୧/୪୨ଗ ଶରଣ
ପଞ୍ଚକ ଦୋଷ ଆରମ୍ଭ ,
ପୁଷ୍କରଦୋଷ :--ମୃତେ ପା୧ଦ,ସଂଘ୬/୬
ଗତେ ପା୨ଦ,
ଶ୍ରାଦ୍ଧ :--ଚତୁର୍ଥୀର ଏକୋଦିଷ୍ଟ ପାର୍ବଣ,
-------- -------
ଅମୃତବେଳା :--ଦିଘ୮/୪୦ଗଘ୧୨/୧୧ମ
ବାରବେଳା :--ଦିଘ୧/୨୩ଗ ଘ୩/୨ମ,
କାଳବେଳା :--ପ୍ରାଘ୬/୪୭ମ,
କାଳରାତ୍ରୀ :--ସଂଘ୬/୨୦ଗ ଘ୭/୪୧ମ,
ମାହେନ୍ଦ୍ରବେଳା :--ପ୍ରାଘ୬/୧ମ,
--–---------------
*ଆଜିର ସଂକ୍ଷିପ୍ତ ରାଶିଫଳ*
*************
ମେଷରାଶିର :---ଦଣ୍ଡଭୟ ଓ ଅନୁତପ୍ତ,
ବୃଷ :--ଦୁର୍ଘଟଣା ଓ ଆଘାତ,
ମିଥୁନ :--ପ୍ରୀତିଲାଭ,
କର୍କଟ :--ଆର୍ଥିକ ସୁଖ,
ସିଂହ :--କାର୍ଯ୍ୟେ ବାଧା ଓ ଅନୁଶୋଚନା,
କନ୍ୟା :--ପୀଡା ଓ ଅର୍ଥ ବ୍ୟୟ,
ତୁଳା :--ଧନଦ୍ରବ୍ୟ ଲାଭ,
ବିଛା :--ଧନନାଶ ଓ ମାନସିକ ଅଶାନ୍ତି,
ଧନୁ :--ଶ୍ରୀଲାଭ ଓ ବନ୍ଧୁ ,ଆୟଯୋଗ,
ମକର :--ସ୍ୱାସ୍ଥ୍ୟ ଓ ଧନବ୍ୟୟ,
କୁମ୍ଭ :--ବନ୍ଧୁ ସହଯୋଗ, ଯାତ୍ରା ଶୁଭ,
ମୀନ :--କର୍ମେ ଖୁସି ,ପଦୋନ୍ନତି ଓ
ସୈ।ଖପ୍ରାପ୍ତ ,
( ଦଶାଫଳ ଅନୁସାରେ ମଧ୍ୟ ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ।)
-------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
-----: କୁରାଳ :---
^^^^^
💐 ଜୟ ଶ୍ରୀଶନିଶ୍ଚରଦେବ 💐
👌ଜୟ ମା'କାଳୀ 👌
-----------
Tags:
Horoscope