ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 19/05/2021(ବୁଧବାର )
💐*ଆଜିର ଦିନଟି* 💐
-------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
--------- -----------
------: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---
----------------
ବୃଷ ଦି୫ନ ,ବୈଶାଖ ଶୁକ୍ଳପକ୍ଷ ସପ୍ତମୀ ଯୁକ୍ତ ଅଷ୍ଟମୀ ,ଇଂରାଜୀ ସନ୍ ୨୦୨୧ ମସିହା, ମଇ ମାସ ତା୧୯ରିଖ ,ବୁଧବାର ।ଅଦ୍ୟ ଜହ୍ନୁ ସପ୍ତମୀ , ଶର୍କରା ସପ୍ତମୀ ଓ ଗଙ୍ଗା ଉତ୍ପତ୍ତି।
--------------- ------------
ସୂର୍ଯ୍ୟୋଦୟ ପ୍ରାଘ୫/୧୦/୫୬ଗ,
ସୂର୍ଯ୍ୟାସ୍ତ ସଂଘ୬/୧୫/୨୩ଗ ।
- - ----- -- - --- -----
ସପ୍ତମୀ ଦିଘ୧୨/୫୩,
ଅଶ୍କେଷା ଦିଘ୩/୫୧,
କର୍କଟ ଚନ୍ଦ୍ର ଦିଘ୩/୫୧,
ଧ୍ରୁବ ରାଘ୧/୧୨,
ବାଣିଜ୍ୟ ଦିଘ୧୨/୪୫ଗ,
ବିଷ୍ଟି ରାଘ୧୨/୪୫ ।
-------------
ଯାତ୍ରା :--ଯୋଗିନୀ ବାୟବ୍ୟେ ,ଦିଘ୧୨/୫୩ଗ ଐଶାନ୍ୟେ ।ଅତଃ ବାୟବ୍ୟେ ଓ ପଶ୍ଚିମେ ଏବଂ ଗତେ ଐଶାନ୍ୟେ ଓ ଉତ୍ତରେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--କର୍କଟ ରାଶିର,
ଘାତଚନ୍ଦ୍ର :--ଦିଘ୩/୫୧ଗ କର୍କଟ ଓ
ମକର ରାଶିଦ୍ୱୟର ,
ରଜଶ୍ଚକ୍ରେ :--କନ୍ୟା ସନ୍ତାନରହିତା, ଦିଘ
୩/୫୧ଗ ସୈ।ଭାଗିନୀ ,
ଭକ୍ଷଣ ନିଷେଧ :--ତାଳ,ଦିଘ୧୨/୫୩ଗ
ନାରିକେଳ ,
ଶୁଭକର୍ମ :--ଦିଘ୧୨/୫୩ମ ବ୍ରତୋପୟନ,
ରାଘ୧୨/୪୫ଗ ମଘାନକ୍ଷତ୍ରେ
ବିବାହ ପାଣିଗ୍ରହଣ ।
ପୁଷ୍କରଦୋଷ :--ମୃତେ ଦିଘ୧୨/୫୩ମ
ପା୧ଦ ଦୋଷ ,
ଶ୍ରାଦ୍ଧ :--ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର
ପାର୍ବଣ ଶ୍ରାଦ୍ଧ ,
----------------------
ଅମୃତବେଳା :--ଦିଘ୭/୪୮ଗ ଘ୯/୩୨ମ,
ବାରବେଳା :--ଦିଘ୧୧/୪୩ଗ ଘ୧/୨୨ମ
କାଳବେଳା :--ଦିଘ୮/୨୭ଗ ଘ୧୦/୫ମ
ମାହେନ୍ଦ୍ରବେଳା :--ପ୍ରାଘ୬/୩ଗ ଘ୭/୪୮ମ
କାଳରାତ୍ରୀ :--ରାଘ୨/୨୭ଗ ଘ୩/୪୮ମ
----------------
*ଆଜିର ସଂକ୍ଷିପ୍ତ ରାଶିଫଳ*
***************
ମେଷରାଶିର :---ଚକ୍ଷୁପୀଡା ଓ ବିବାଦ,
ବୃଷ :--ଧନଦ୍ରବ୍ୟ ଲାଭ ଓ ମନ ଆଶ୍ୱସ୍ତି,
ମିଥୁନ :--ବ୍ୟୟବୃଦ୍ଧି,
କର୍କଟ :--ଶ୍ରୀଲାଭ ଓ ଯଶବୃଦ୍ଧି,
ସିଂହ :--ସ୍ୱାସ୍ଥ୍ୟ ଓ ଧନହାନି,
କନ୍ୟା :--ଆୟ ଓ ବନ୍ଧୁଯୋଗ,
ତୁଳା :---କର୍ମେ ଆନନ୍ଦ,
ବିଛା :--ଦଣ୍ଡଭୟ ଓ ବିଦ୍ୱେଷ ଭାବ,
ଧନୁ :--ଦୁର୍ଘଟଣା ଭୟ,
ମକର :--ସାହାଯ୍ୟ ଓ ସହଯୋଗ ଲାଭ,
କୁମ୍ଭ :--ଅର୍ଥଲାଭ,
ମୀନ :--କାର୍ଯ୍ୟେ ସିଦ୍ଧି ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି କିଛି ପରିବର୍ତ୍ତନ ହୋଇପାରେ ।)
-------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
-------- : କୁରାଳ :-------
💐 ଜୟ ଶ୍ରୀଗଣପତି ବାବା 💐
👌ଜୟ ମା'କମଳା 👌
-------------
Tags:
Horoscope