ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ (16/05/2021 ରବିବାର)..
💐 *ଆଜିର ଦିନଟ*💐
--------------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
----- ----- ----- --------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :-----
----- ------ ----- ------
ବୃଷ ଦି ୨ନ,ବୈଶାଖ ଶୁକ୍କପକ୍ଷ ଚତୁର୍ଥୀ ଯୁକ୍ତ ପଞ୍ଚମୀ ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୬ରିଖ ,ରବିବାର ।
------------
ସୂର୍ଯ୍ୟୋଦୟ ପ୍ରାଘ୫/୧୧/୫୬ଗ,
ସୂର୍ଯ୍ୟାସ୍ତ ସଂଘ ୬/୧୪/୧୧ଗ ।
----- ----- -----
ଚତୁର୍ଥୀ ଦିଘ୧୦/୪,
ଆର୍ଦ୍ରା ଦିଘ୧୧/୧୬,
ମିଥୁନଚନ୍ଦ୍ର ଅହୋରାତ୍ର,
ଶୂଳ ରାଘ୨/୩୫,
ବିଷ୍ଟି ଦିଘ୧୦/୪ଗ,
ବବ ରାଘ୧୦/୫୫ ।
--------------
ଯାତ୍ରା :--ଯୋଗିନୀ ନୈରୁତେ ,ଦିଘ୧୦/
୪ଗତେ ଦକ୍ଷିଣେ । ଅତଃ ନୈରୁତେ
ଓ ଦକ୍ଷିଣେ ଏବଂ ଗତେ ଦକ୍ଷିଣେ ଓ
ପୂର୍ବେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ମେଷରାଶିର,
ଘାତଚନ୍ଦ୍ର :--କନ୍ୟା ରାଶିର,
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା, ଦିଘ
୧୧/୧୬ଗ ସନ୍ତାନ ରହିତା ।
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ମୃତେ ପା୧ଦ,ଦିଘ୧୧/
୧୬ଗତେ ପା୨ଦ,
ଭକ୍ଷଣ ନିଷେଧ :--ମୂଳକ ଓ ଦିଘ୧୧/୧୬
ଗତେ ବେଲ ।
ଶ୍ରାଦ୍ଧ :--ପଞ୍ଚମୀର ପାର୍ବଣ ।
--------------
ଅମୃତବେଳା :--ଦିଘ୭/୪୮ମ,
କାଳ ଓବାରବେଳା :--ଦିଘ୧୦/୫ଗ
ଦିଘ୧/୨୧ମ,
ମାହେନ୍ଦ୍ରବେଳା :--ଦିଘ୩/୩୮ଗ
ଦିଘ୪/୩୦ମ,
କାଳରାତ୍ରୀ :---ରାଘ୧/୫ଗ ଘ୨/୨୭ମ,
---------------
*ଆଜିର ସଂକ୍ଷିପ୍ତ ରାଶିଫଳ*
----- -------- ---------
ମେଷରାଶିର :---ଧନଦ୍ରବ୍ୟ ଲାଭ,
ବୃଷ :--ଆର୍ଥିକ କ୍ଷତି,
ମିଥୁନ :--ବନ୍ଧୁ, ସୁସମ୍ବାଦ ଓ ଆୟଯୋଗ,
କର୍କଟ :--ସ୍ୱାସ୍ଥ୍ୟ ଓ ଧନକ୍ଷୟ,
ସିଂହ : -ସୁଖାଦ୍ୟ ଓ ସହଯୋଗ ପ୍ରାପ୍ତ,
କନ୍ୟା :--କର୍ମେ ଖୁସି ଓ ବନ୍ଧୁ ଯୋଗ,
ତୁଳା :--ଦଣ୍ଡଭୟ ଓ ପ୍ରତିବନ୍ଧକ,
ବିଛା :--ଆଘାତ ଓ ଆଶଙ୍କା,
ଧନୁ :--ପ୍ରୀତିବୃଦ୍ଧି,
ମକର :--ନୂତନ ଆୟ ଯୋଗ,
କୁମ୍ଭ :--କାର୍ଯ୍ୟ ହାନି ଓ ମନ ଅଶାନ୍ତି ,
ମୀନ :--ଶରୀର ପୀଡା, ଧନବ୍ୟୟ ଓ
ବିବାଦ ଗ୍ରସ୍ତ ।
( ଦଶାଫଳ ଅନୁସାରେ ମଧ୍ୟ କିଛି କିଛି ଆଜିର ରାଶିଫଳରେ ପରିବର୍ତ୍ତନ ହୋଇପାରେ ।)
--------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
----- କୁରାଳ ----
******
💐 ଜୟ ଶ୍ରୀସୂର୍ଯ୍ୟନାରାୟଣ 💐
👌ଜୟ ମା'ମାତଙ୍ଗୀ 👌
---------------
Tags:
Horoscope