ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 14/05/2021(ଶୁକ୍ରବାର)
💐 ଆଜିର ଦିନଟି 💐
---------
( ଜୟ ଶ୍ରୀଜଗନ୍ନାଥ ଓ ଶୁଭ ସକାଳ )
----------------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :-----
***********
ଅଦ୍ୟ ମେଷ ଦି୩୧ନ, ବୈଶାଖ ଶୁକ୍କପକ୍ଷ ଦ୍ୱିତୀୟା ଯୁକ୍ତ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୪ରିଖ ,ଶୁକ୍ରବାର । ମାସନ୍ତ ଓ ଇଦୁଲ ଫିତର ।
------------
ସୂର୍ଯ୍ୟୋଦୟ ପ୍ରାଘ୫/୧୨/୪୧,
ସୂର୍ଯ୍ୟାସ୍ତ ସଂଘ୬/୧୩/୨୩ଗ ।
--------- ----------
ଦ୍ୱିତୀୟା ପ୍ରାଘ୫/୪୨,
ରୋହିଣୀ ପ୍ରାଘ୫/୪୮,
ବୃଷଚନ୍ଦ୍ର ରାଘ୭/୧୬,
ସୁକର୍ମା ରାଘ୧/୪୮,
କୈ।ଳବ ପ୍ରାଘ୫/୪୨ଗ,
ତୈତିଳ ସଂଘ୬/୫୪ ।
-------–--
ଯାତ୍ରା :--,ଯୋଗିନୀ ଉତ୍ତରେ ,ପ୍ରାଘ୫/୪୨
ଗତେ ଆଗ୍ନେୟେ ।ଅତଃ ଉତ୍ତରେ ,ବାୟବ୍ୟେ ଓ ପଶ୍ଚିମେ ଏବଂ ଗତେ ଆଗ୍ନେୟେ ଓ ପୂର୍ବେ ଯାତ୍ରା ଶୁଭ ନ
ଯୋଗାଏ ।
ଘାତବାର :--ବିଛା ,ଧନୁ ଓ ମକର
ରାଶିତ୍ରୟର ,
ଘାତଚନ୍ଦ୍ର :--ବିଛାରାଶିର, ରାଘ୭/୧୬
ଗତେ କନ୍ୟା ରାଶିର ।
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା,
ଭକ୍ଷଣ ନିଷେଧ :--ପୋଟଳ ,
ଶୁଭକର୍ମ :--ନାସ୍ତି ,
ପୁଷ୍କରଦୋଷ :---ମୃତେ ପ୍ରାଘ୫/୪୨ମ
ପା୧ଦ ଦୋଷ ,
ଶ୍ରାଦ୍ଧ :--ତୃତୀୟାର ଏକୋଦିଷ୍ଟ ପାର୍ବଣ ।
----------
ଅମୃତବେଳା :--ପ୍ରାଘ୬/୭ଗ ଘ୮/୨୯ମ,
ବାର ଓ କାଳବେଳା :--ଦିଘ୮/୨୯ ଗତେ
ଦିଘ୧୧/୪୩ମ,
ମାହେନ୍ଦ୍ରବେଳା :--ରାଘ୧୨/୪୯ଗ ଘ୩/୨
କାଳରାତ୍ରୀ :--ରାଘ୮/୫୭ଗ ଘ୧୦/୨୦ମ
------------
ଆଜିର ରାଶିଫଳ
************
ମେଷରାଶିର :---ବ୍ୟୟ ଓ ଶତ୍ରୂବୃଦ୍ଧି,
ବୃଷ :--ଧନ ,ସମ୍ମାନ ଓ ଆଭୂଷଣ ପ୍ରାପ୍ତି,
ମିଥୁନ :--ସ୍ୱାସ୍ଥ୍ୟ, ଧନ ଓ ସମ୍ମାନ ହାନି,
କର୍କଟ :---ଆୟାଧିକ ଓ ବନ୍ଧୁ ଲାଭ,
ସିଂହ :--କର୍ମେ ଉନ୍ନତି,
କନ୍ୟା :--ଦଣ୍ଡଭୟ ,ଧନକ୍ଷତି
ତୁଳା :--ଦୁର୍ଘଟଣା ,ଆଘାତ ଓ ଅପବ୍ୟୟ,
ବିଛା :--ସାହାଯ୍ୟ ସହଯୋଗ ପ୍ରାପ୍ତ,
ଧନୁ :--ଧନଲାଭ ,କିନ୍ତୁ ସନ୍ତାନ କଷ୍ଟ,
ମକର :--କାର୍ଯ୍ୟ ହାନି, ହତୋତ୍ସାହ ,
କୁମ୍ଭ :--ଶରୀର ପୀଡା ଓ ବନ୍ଧୁହାନି,
ମୀନ :-- ଧନଦ୍ରବ୍ୟ ଓ ବନ୍ଧୁ ଲାଭ ।
( ଦଶାଫଳ ଅନୁସାରେ ମାତ୍ର କିଛି କିଛି
ଆଜିର ରାଶିଫଳରେ ପରିବର୍ତ୍ତନ ହୋଇପାରେ ।)
------------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
------- କୁରାଳ -----
💐 ଜୟ ଶ୍ରୀଶିବଶମ୍ଭୁ 💐
👌ଜୟ ମା'ସନ୍ତୋଷୀ 👌
-------------
Tags:
Horoscope