ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 13/05/2021(ଗୁରୁବାର )

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 13/05/2021(ଗୁରୁବାର )

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 13/05/2021(ଗୁରୁବାର )


💐*ଆଜିର ଦିନଟି* 💐
            -----------------
   ( ଜୟ ଶ୍ରୀଜଗନ୍ନାଥ  ,ଶୁଭ ସକାଳ )
                --------
  -----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ :-----
               ------------–-
ମେଷ ଦି୩୦ନ, ବୈଶାଖ ଶୁକ୍କପକ୍ଷ ଦ୍ୱିତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ମଇ ମାସ ତା୧୩ରିଖ ,ଗୁରୁବାର ।
       ଚନ୍ଦ୍ର ଦର୍ଶନ ଓ ପୂଜାଉପବାସ ।
               ---------------
ସୂର୍ଯ୍ୟୋଦୟ ପ୍ରାଘ୫/୧୩/୫,
ସୂର୍ଯ୍ୟାସ୍ତ ସଂଘ ୬/୧୨/୫୮ଗ ।
            --------------
ଦ୍ୱିତୀୟା ଅହୋରାତ୍ର,
ରୋହିଣୀ  ଅହୋରାତ୍ର,
ବୃଷଚନ୍ଦ୍ର  ଅହୋରାତ୍ର ,
ଅତିଗଣ୍ଡ  ରାଘ୧୨/୫୩,
ବାଳବ  ଦିଘ୪/୨୬ଗ,
କୈ।ଳବ  ନିଶାନ୍ତ  ।
             --------------
ଯାତ୍ରା :--,ଯୋଗିନୀ ଉତ୍ତରେ ।ଅତଃ ଉତ୍ତରେ ,ବାୟବ୍ୟେ ଓ ପଶ୍ଚିମେ ଯାତ୍ରା ଶୁଭ
     ନ ଯୋଗାଏ ।
ଘାତବାର :--ତୁଳା ଓ କୁମ୍ଭ ରାଶିଦ୍ୱୟର,
ଘାତଚନ୍ଦ୍ର :--ବିଛାରାଶିର ,
ରଜଶ୍ଚକ୍ରେ :--କନ୍ୟା ଶ୍ରୀସଂପନ୍ନା,
ଭକ୍ଷଣ ନିଷେଧ :--ଭେଜି ବାଇଗଣ,
ଶୁଭକର୍ମ :--ନାମକରଣ, ବିଦ୍ୟାରମ୍ଭ,
        ଦେବତା ଗଠନ ,ନବାନ୍ନ, ଜଳାଶୟ
      ଆରମ୍ଭ ଓ ପ୍ରତିଷ୍ଠା ,ଗୃହପ୍ରବେଶ 
     ପ୍ରତିଷ୍ଠା ,ଅନ୍ନପ୍ରାଶନ ଏବଂ ବିବାହ 
  ପାଣିଗ୍ରହଣ ,ବ୍ରତୋପନୟନ ଶୁଭ 
       ଯୋଗାଏ ।
ପୁଷ୍କରଦୋଷ :--ମୃତେ ପା୧ଦ,
ଶ୍ରାଦ୍ଧ :--ଦ୍ୱିତୀୟାର ଏକୋଦିଷ୍ଟ ପାର୍ବଣ ।
              ---------
ଅମୃତବେଳା :--ଦିଘ୭/୫୧ମ,
ବାର ଓ କାଳବେଳା :--ଦିଘ୨/୫୭ଗ 
        ସଂଘ୬/୧୧ମ,
ମାହେନ୍ଦ୍ରବେଳା :--ରାଘ୭/୩୯ଗ ଘ୯/୮ମ
କାଳରାତ୍ରୀ :--ରାଘ୧୧/୪୩ଗ ଘ୧/୬ମ ।
                --------------
*ଆଜିର ରାଶିଫଳ*
  -------------------
ମେଷରାଶିର :---ଅପବ୍ୟୟ,
ବୃଷ :--ଧନ ଓ ବନ୍ଧୁ ଲାଭ,
ମିଥୁନ :--ଶରୀର ପୀଡା ଓ ବ୍ୟୟବୃଦ୍ଧି,
କର୍କଟ :--ନୂତନ କର୍ମ ଓ ଆୟ ଯୋଗ,
ସିଂହ :--କାର୍ଯ୍ୟେ ଖୁସି,
କନ୍ୟା :--ଦଣ୍ଡଭୟ ,ଅନୁତପ୍ତ,
ତୁଳା :--ଦୁର୍ଘଟଣା ,ଆଘାତ ଓ ଧନନାଶ,
ବିଛା :--ସହଯୋଗ ଲାଭ,
ଧନୁ :--ସୁସମ୍ବାଦ ପ୍ରାପ୍ତ ଓ ପ୍ରଶଂସିତ,
ମକର :--କାର୍ଯ୍ୟ ହାନି ଓ ହତୋତ୍ସାହ,
କୁମ୍ଭ :--ଶରୀର ପୀଡା ଓ ବିବାଦ ,
ମୀନ :--ଦ୍ରବ୍ୟଲାଭ ଓ ଯାତ୍ରା ଶୁଭ ।
     ( ଦଶାଫଳ ଅନୁସାରେ ମଧ୍ୟ ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
           ---------------------
ପଣ୍ଡିତ ମନୋଜ କୁମାର ନାୟକ ,ଶିକ୍ଷକ ।
          ------   କୁରାଳ   -----
                  ..........
   💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐
          👌ଜୟ ଶ୍ରୀସାଇରାମ 👌
                    *******

Post a Comment

Please Select Embedded Mode To Show The Comment System.*

Previous Post Next Post