ନିଶ୍ଚନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାକ୍ସ ପିନ୍ଧି ନଥିବା ଉଦ୍ଧତ ଡାକ୍ତର ଓ ଷ୍ଟାପ ମାନଙ୍କର ଗଣମାଧ୍ୟ୍ୟମ ଉପରେ ଦାଦାଗିରି
ମାକ୍ସ ପିନ୍ଧିଲେ ଅଣନିଶ୍ୱାସୀ ଲାଗୁଛି ବୋଲି କହିଲେ ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ଡାକ୍ତର !
ରିପୋର୍ଟ - ପ୍ରତୀକ ମିଶ୍ର (29.4.2021)
କେନ୍ଦ୍ରାପଡ଼ା : 30/04/2022: -ନିଶ୍ଚନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୋଭିଡ ବିଭାଗ ସହ ଅନ୍ୟାନ୍ୟ ବିଭାଗ ରେ ଡାକ୍ତରମାନେ ଓ କର୍ମକର୍ତା ମାନେ ମାକ୍ସ ପିନ୍ଧିନଥିବା ଖବର ପାଇ ସାମ୍ବାଦିକମାନେ ସେଠାରେ ପଚାଞ୍ଚି ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କଲେ |vସେଠାରେ ସ୍ଵାସ୍ଥ୍ୟ କେନ୍ଦ୍ରର ଅନେକ କର୍ମଚାରୀ ଓ ଡାକ୍ତର ମାକ୍ସ ବ୍ୟବହାର
କରିନଥିଲେ | ଏ ନେଇ ଆମ ପ୍ରତିନିଧି ଅଧିକ ତନାଘନା କରିବାରୁ ସମାଲୋଚନା ହୋଇଯିବା ଭୟରେ ସେମାନଙ୍କ ଭିତରୁ କିଛି ହଠାତ ମାସ୍କ ପିନ୍ଧି ଥିଲେ | କିନ୍ତୁ କିଛି ଷ୍ଟାପ ଅସଦ ଆଚରଣ କରି ଗାଳି ଗୁଲଜ କରିଥିଲେ | ଏ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଦାଇତ୍ୱ ରେ ଥିବା ଡାକ୍ତରଙ୍କ ମତାମତ ନେବାକୁ ଯାଇଥିଲେ | ସେ ମାଧ୍ୟ୍ ବିନା ମାକ୍ସରେ ଥିଲେ |ଅନ୍ୟ କିଛି ଷ୍ଟାପ କହିଥିଲେ ଯେ ମାସ୍କ ପିନ୍ଧିଲେ ସେମାନଙ୍କୁ ଅଣନିଶ୍ୱାସୀ ଲାଗୁଛି |

ତେବେ ଏଠି ପ୍ରଶ୍ନ ବାଚି ସୃଷ୍ଟି ହୁଏ ସରକାର ଙ୍କ ଏତେ କଟକଣା କଣ କେବଳ ଲୋକଙ୍କ ପାଇଁ ଆଉ ଡାକ୍ତର ମାନଙ୍କ ପାଇଁ ପାଇଁ ଏ କଟକଣା କଣ ବାଧ୍ୟତା ମୂଳକ ନୁହଁ କି? ଯଦି ରକ୍ଷକ ନିଜ ଦୋଷ ଲୁଚାଇବାକୁ ଭକ୍ଷକ ସାଜେ ତେବେ କୋରନା ମହାମାରୀ କୁ କିପରି ଆୟତ କରାଯିବ ? ଏ ପ୍ରଶ୍ନ ର ଉତର କିଏ ଦେବ??
Tags:
Local news