ପଂଚାୟତରେ ଗଡିଲା କୃଷି ରଥ !
ନୂଆଗାଁ -13/03/2021 (ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର ବାହାଡ଼ାଝୋଲା, ହରିପୁରୁ , ବେରୁଆବାରୀ ପଂଚାୟତର ବିଭିନ୍ନ ଗାଁ ବୁଲିଲା ସଚେତନତା କୃଷି ରଥ |
ଚାଷୀ ମାନଙ୍କ ସମସ୍ୟା ସହ କିପରି ଚାଷୀ ନୂତନ ପ୍ରଣାଳୀରେ ଚାଷ କରିବେ ଓ କିପରି ସରକାରୀ ସହାୟତା ହାସଲ କରିବେ ବିଭିନ୍ନ ଗାଁ ବୁଲି ପାଲା ମାଧ୍ୟମରେ ଚାଷୀ ଙ୍କୁ ବୁଝାଇ ଥୀଲେ।
ଏହି ରଥ କୁ ଆନୂଷ୍ଟାନିକ ଭାବେ ବ୍ଲକ ର ଭାଇସ ଚ୍ୟାରମ୍ୟାନ ପୁଷ୍ପାଞ୍ଜଳି ସାହୁ ଉଦ୍ଘାଟନ କରିଥିଲେ ଏଥିରେ ତିନୋଟି ପଂଚାୟତର ସରପଂଚ ସମିତି ସଭ୍ୟା ଉପସ୍ଥିତ ରହିଥୀଲେ ଏହୀ ରଥୀରେ ରହି ପରିଚାଳନା କରିଥିଲେ ଗ୍ରାମ କୃଷି କର୍ମଚାରୀ ସୁଶାନ୍ତ କୁମାର ଯାନିଙ୍କ ସହ ସହକାରୀ ବ୍ୟୈଷୟିକ ପରିଚାଳକ ବଦ୍ରୀ ନାରାୟଣ ସ୍ୱଇ । ପାଲା ମାଧ୍ୟମରେ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ କୁ ଗାଁ ମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଥିଲା ।

Tags:
Local news