ନୂଆଗାଁ ରେ ଗଡିଲା କୃଷି ରଥ !
ନୂଆଗାଁ : ନ. ଖ / (ରିପୋର୍ଟ -ନିରଞ୍ଜନ ସାହୁ ): ଚାଷୀ ର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଗାଁ ବ୍ଳକ ର ବିଭିନ୍ନ ପଂଚାୟତରେ ଗଡିଲା କୃଷି ରଥ | ପାଲା
ମାଧ୍ୟମରେ ଆୟୋଜିତ ହେଲା ସଚେତନତା । ଏଥୀସହ ଚାଷୀ ମାନେ କିପରି କାଳିଆ ଟଙ୍କା ପାଇବେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀ ମାନଙ୍କ ସମସ୍ୟା କୁ ଦୁରିକରଣ, ମୋବାଇଲ ଆପ ମାଧ୍ୟମରେ ଚାଷୀ କିପରି ଦୁଇଗୁଣ ଉପାର୍ଜନ କରିପାରିବେ ଓ ବିହନ କିପରି ବିଶୋଧନ କରାଯାଇ ପାରିବ ପାଲା ମାଧ୍ୟମରେ ଚାଷୀ ଙ୍କୁ ବୁଝାଇ ଥିଲେ |
ଏଥି ମଧ୍ୟରେ କିଛି ଚାଷୀ ହୋଇ ଥିବା ବେଳେ କିଛି ଚାଷୀ ଏଥୀରୁ ଉପକୁର୍ତ ପାଇ ପାରୁନଥୀବା ବେଳେ ଏକ ଲୋକ ଦେଖାଣିଆ ବୋଲି କହିଛନ୍ତି।
ଏଥି ମଧ୍ୟରେ କିଛି ଚାଷୀ ହୋଇ ଥିବା ବେଳେ କିଛି ଚାଷୀ ଏଥୀରୁ ଉପକୁର୍ତ ପାଇ ପାରୁନଥୀବା ବେଳେ ଏକ ଲୋକ ଦେଖାଣିଆ ବୋଲି କହିଛନ୍ତି।
ଏଥିରେ ନୂଆଗାଁ ବ୍ଳକ ସହକାରୀ କୃଷି ଅଧିକାରୀ ପୂଜା ଙ୍କ ଅର କୃଷି ଅଧୀ ଦର୍ଶକ କୁମୁଦିନୀ ଦେଇ ଗ୍ରାମ କୃଷି କର୍ମଚାରୀ ଗଜେନ୍ଦ୍ର ନାଥ ସାହୁ ମଣ୍ଡଳ ସଜୋଜକ ରଘୁନାଥ ଦ୍ୱାରୀ ପ୍ରମୁଖ ଉପସ୍ଥିତ ରହି କୃଷି ରଥ ର ସୁଭାରମ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରୁ ନିରଂଜନ ସାହୁ ।