ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ , ଚିନ୍ତାରେ ଚାଷୀ !
ବାଣିଗୋଛା:- ନ. ଖ /04/03/2021 (ସୁବାଷ ଚନ୍ଦ୍ର ବାରିକଙ୍କ ରିପୋର୍ଟ ) ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ,ଶୀତ କାକରରେ ପଡିରହିଛି ଚାଷୀ ।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଧାନ ମଣ୍ଡିରେ । ସୂଚନା ଅନୁଯାୟୀ ଗତ ତା ୩/୧/୨୦୨୧ ରିଖରେ ବାଣିଗୋଛା ସେବା ସମବାୟ ସମିତି
ଅଧିନରେ ଥିବା ବହୁ ଚାଷୀ କଂ ପାଖକୁ ମୋବାଇଲ ମେସେଜ ଗଲାପରେ ସଂପୃକ୍ତ ଚାଷୀମାନେ, ଧାନ ମଣ୍ଡି କୁ ଧାନ ଆଣିଥିଲେ କିନ୍ତୁ ଇତିମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ, ସରକାର କଂ ଉଦାସୀନତା ଯୋଗୁଁ, ବାଣିଗୋଛା ଧାନ ମଣ୍ଡିରେ,ଧାନରଖି ଶୀତ କାକରରେ ପଡିରହିଛି ଚାଷୀ ।