ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ "ମହାପୁରୁଷ ଙ୍କ ପ୍ରତିମୃତ୍ତି" ଉନ୍ମୋଚନ ସହିତ ନୂତନ "ମଧ୍ୟାହ୍ନ ଭୋଳନାଳୟ" ର ଶୁଭ ଉଦଘାଟନ !
ନୂଆଗାଂ: ୧୫/୦୩/୨୦୨୧: (ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଚାହାଳି ଗ୍ରାମପଞ୍ଚାୟତ ରେ "ମୋ ସ୍କୁଲ ଅଭିଯାନ" ଚାହାଳି ଗ୍ରାମପଞ୍ଚାୟତ ଓ ଉତ୍କଳ ସ୍ୱାଭିମାନ ମଞ୍ଚ ସୌଜନ୍ୟ ରେ ଚାହାଳି "ଜନଶକ୍ତି ସରକାରୀ ଉଚ୍ଚିଦ୍ୟାଳୟ" ପରିସରରେ "ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର,ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଓ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକ " ପ୍ରମୁଖ ମହାପୁରୁଷ ଙ୍କ ପ୍ରତିମୃତି ଉନ୍ମୋଚିତ ହୋଇଥିଲା ବେଳେ ନୂତନ "ମଧ୍ୟାହ୍ନ ଭୋଜନାଳୟ ଶୁଭ ଉଦଘାଟନ ହୋଇଯାଇଛି।
ଏଥିନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଉଦଘାଟନ କରିଛନ୍ତି "ମାନ୍ୟବର ଓଡ଼ିଶା ରାଜ୍ୟ କୃଷି,ପ୍ରାଣୀ,ମତ୍ସ୍ୟସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ।
ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଓ ସମ୍ମାନିତ ଅତିଥି ଭାବେ
କୃଷ୍ଣଚନ୍ଦ୍ର ଶତପଥୀ (ଯୁଗ୍ମ ସଚିବ ଅର୍ଥବିଭାଗ,ଓଡ଼ିଶା), ନୂଆଗାଁ ବ୍ଳକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମଣ୍ଡଳ ଉନ୍ନୟନ ଅଧକାରୀ " ବିବୁଧ ଗଡ଼ନାୟକ", ବ୍ଲକ୍ ଶିକ୍ଷଧିକାରୀ ପ୍ରସନ୍ନ କୁମାର ପଣ୍ଡା,ସରପଞ୍ଚ ସୁଷମା ରାଉତ,ସମିତିସଭ୍ୟ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ।