ଦିନିକିଆ ଏନ.ଏସ.ଏସ. ଶିବିରରେ ନାରୀ ସୁରକ୍ଷା,ପ୍ରଗତି ଓ ନାରୀର ଉନ୍ନତି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !
ନୂଆଗାଁ : ନ. ଖ / 11/03/2021(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ରେ ପ୍ରତିଷ୍ଠିତ " ମୀନକେତନ ମେମୋରିଆଲ ସଂସ୍କୃତ ମହାବିଦ୍ୟାଳୟ " ର( NSS)ଏନ.ଏସ.ଏସ ୟୁନିଟ୍ ତରଫରୁ ଗୁରୁବାର ତା ୧୧/୩/୨୦୨୧ ମହାଶିବରାତ୍ରି ପାଳନ ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ଦିନିକିଆ (NSS)ଏନ.ଏସ.ଏସ ଶିବିର ଅନୁଷ୍ଠିତ ହୋଇଥିଲା
।ଏହାର ଦାୟିତ୍ଵରେ ଥିବା କ୍ରୀଡ଼ା ପ୍ରଶିକ୍ଷକ ଆଲୋକ ସେନାପତି,ଓଡ଼ିଆ ଅଧ୍ୟାପକ ଚିନ୍ମୟ ପ୍ରଧାନ ଓ ସଂସ୍କୃତ ଅଧ୍ୟାପିକା ଅର୍ଚ୍ଚନା ଦାସ ଶିବିର ପରିଚାଳନା କରିଥିଲେ।ମହାବିଦ୍ୟାଳୟ ର ପ୍ରତିଷ୍ଠାତା
ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ଉପସ୍ଥିତି ରେ ଏହି ଶିବିରରେ ଯୋଗଦେଇଥିବା ସସ୍ତ ଛାତ୍ର ଛାତ୍ରୀ ମହାବିଦ୍ୟାଲୟ ପରିସର ସହିତ ଗ୍ରାମର ରାଧାକୃଷ୍ଣ ମଠ ପରିସରକୁ ସଫା ସୁତୁରା କରିଥିଲେ।ଏହି ଶିବିର ରେ ନାରୀ ସୁରକ୍ଷା,ପ୍ରଗତି ଓ ନାରୀର ଉନ୍ନତି ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।