କଲ୍ୟାଣୀ ମଣ୍ଡପ ର ଶିଳାନ୍ୟାସ କଲେ ବିଧାୟକ !

କଲ୍ୟାଣୀ ମଣ୍ଡପ ର ଶିଳାନ୍ୟାସ କଲେ ବିଧାୟକ !

କଲ୍ୟାଣୀ ମଣ୍ଡପ ର ଶିଳାନ୍ୟାସ କଲେ ବିଧାୟକ !


ନୂଆଗାଁ : (ନ. ଖ): ରିପୋର୍ଟ - ନିରଞ୍ଜନ ସାହୁ : 22/03/2021:  ନୟାଗଡ଼ ଜିଲ୍ଲା  ନୂଆଗାଁ ବ୍ଳକ ଅନ୍ତର୍ଗତ ବେରୁଆଁବାରୀ ପଂଚାୟତର   କୋଠଘର,  ଅଙ୍ଗନୱାଡ଼ି ଘର  ଉଦଘାଟନ କଲେ ବିଧାୟକ ।

ଏଥିସହ ପଂଚାୟତରେ ଦିର୍ଘଦିନ ହେବା ଆବଶ୍ୟକ ଥିବା କଲ୍ୟାଣୀ ମଣ୍ଡପ ପାଇଁ ଆଜି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଶିଳାନ୍ୟାସ କରିଥିଲେ |

ଏଥିସହ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,  ଉପାଧ୍ୟକ୍ଷା ପୂଷ୍ପାଞ୍ଜଳି ସାହୁ, ବିଡ଼ିଓ  ବିଭୁଦ ଗଡ଼ନାୟକ, ସରପଂଚ ନମିତା ପ୍ରଧାନ, ସମିତି ସଭ୍ୟା ପୂଷ୍ପା ଡାକୁଆ  ଙ୍କ ସହ ନୂଆଗାଁ ବ୍ଳକ ବିଜେଡ଼ି ଉପସଭାପତି ମୁରଲିଧର ଜେନା, ସମାଜସେବୀ ସନାତନ ବେହେରା, ଭବାନୀ ପ୍ରସାଦ ଦେଓ  ଓ ଅଂଚଳର ବହୁଲୋକ ଏହି ଶିଳାନ୍ୟାସ କାର୍ଯ୍ୟ କ୍ରମ ରେ ଯୋଗଦେଇଥିଲେ |

Post a Comment

Please Select Embedded Mode To Show The Comment System.*

Previous Post Next Post