ନୟାଗଡ଼ରେ ପ୍ରବାଦ ପୁରୁଷ, ମହାନ  ଜନ  ନାୟକ ତଥା କଳିଙ୍ଗ ର ଗର୍ବ ଓ ଗୋୖରବ ବିଜୁ ବାବୁ ଙ୍କ 105 ତମ ଜୟନ୍ତୀ...

ନୟାଗଡ଼ରେ ପ୍ରବାଦ ପୁରୁଷ, ମହାନ  ଜନ  ନାୟକ ତଥା କଳିଙ୍ଗ ର ଗର୍ବ ଓ ଗୋୖରବ ବିଜୁ ବାବୁ ଙ୍କ 105 ତମ ଜୟନ୍ତୀ... 
ନୟାଗଡ଼ରେ ପ୍ରବାଦ ପୁରୁଷ, ମହାନ  ଜନ  ନାୟକ ତଥା କଳିଙ୍ଗ ର ଗର୍ବ ଓ ଗୋୖରବ ବିଜୁ ବାବୁ ଙ୍କ 105 ତମ ଜୟନ୍ତୀ...

ନୟାଗଡ଼ : (ନ.ଖ )05/03/2021: ପ୍ରବାଦ ପୁରୁଷ, ମହାନ  ଜନ  ନାୟକ ତଥା କଳିଙ୍ଗ ର ଗର୍ବ ଓ ଗୋୖରବ ବିଜୁ ବାବୁ ଙ୍କ 105 ତମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାVଲ୍ୟାର୍ପଣ କରିବା ସହ ବ୍ଲକ ଅନ୍ତର୍ଗତ କୁଆଁରିଆ  ଡ୍ୟାମ ଠାରେ  ବିଶାଳ  କର୍ମୀ ସମିଳନୀ ସମାବେଶ ରେ  ଯୋଗ ଦେଇ ପ୍ରବାଦ ପୁରୁଷଙ୍କ ସ୍ମୃତିଚାରଣ କରିବା ସହ ଐତିହାସିକ ବୀରତ୍ୱ ଗାଥା ବିଷୟରେ ଆଲୋଚନା କରିଥିଲେ ,ମାନ୍ୟବର ବିଧାୟକ ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ।T


ମାନ୍ୟବର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପରମ ପୂଜ୍ୟ ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳ ତରଫରୁ ବାଇକ୍ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।


ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ବ୍ଲକ୍ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପରମ ପୂଜ୍ୟ ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତୀ ଅନୁଷ୍ଠିତ ହୋଇଛି।

Post a Comment

Please Select Embedded Mode To Show The Comment System.*

Previous Post Next Post