ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି !
ଦଶପଲ୍ଲା : ( ନ. ଖ) 25/02/2021(ରିପୋର୍ଟ : ରତ୍ନାକର ହୋତା) : ନୟାଗଡ଼ ର ଜୀବନ ରେଖା ବୃତ୍ତଂଗ ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି ନେଇ ବୃତ୍ତଂଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ଗତ ବୁଧବାର ଠାରୁ, ଦଶପଲ୍ଲା ର ଆରାଧ୍ୟ ଦେବ ଶ୍ରୀ ମହାବୀର ମନ୍ଦିର ରୁ ପଦଯାତ୍ରା ଆରମ୍ଭ କରି, ବୁଧବାର ସଂଧ୍ୟା ସୁଦ୍ଧା, ମହିତ୍ତମା, ନୂଆଗାଁ, ଅତିକ୍ରମ କରି ମହିପୁର ଠାରେ ରାତ୍ରି ଯାପନ କରିଥିଲେ ।
ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି !
ଗୁରୁବାର ସକାଳ ୮ ଘଟିକା ରୁ ମହିପୁର ଠାରୁ ପଦଯାତ୍ରା ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ସମୟରେ ,ମହାମହିମ ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁକୁଂ ୩ ଦଫା ସମ୍ବଳିତ ଦାବିପତ୍ରପ୍ରଦାନ କରିଥିଲେ ।
ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି !
ଏହି ପଦଯାତ୍ରାରେ କ୍ରିୟାନୁଷ୍ଠାନ କମିଟିର ସଭାପତି ମନୋଜ ସାହୁ, ସଂପାଦକ ବେଣୁଧର ନାୟକ, ଆଡଭୋକେଟ ଶରତଚନ୍ଦ୍ର ବେହେରା, ମହେଶ୍ବର ଜେନା, ବିମଳ ଦାଶ୍,ବିଶ୍ବନାଥ ମହାପାତ୍ର କଂ ସମେତ ଶତାଧିକ ସଭ୍ୟ ପଦଯାତ୍ରା ରେ ସାମିଲ ହୋଇଥିଲେ ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଏହି ପଦଯାତ୍ରାରେ, ବୃତ୍ତଂଗ ପ୍ରକଳ୍ପ କ୍ଷତିଗ୍ରସ୍ତ ଅଂଚଳର କୈଣସି ବ୍ୟକ୍ତି ବିଶେଷ କୁଂ ଦେଖିବାକୁ ମିଳି ନ ଥିଲା ।
ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି !
ଏହି କ୍ରିୟାନୁଷ୍ଠାନ କମିଟି ରେ କାହିଁକି ଓ କେଉଁ କାରଣରୁ କ୍ଷତିଗ୍ରସ୍ତ ଅଂଚଳ ବୁଗୁଡା, ମୁଣ୍ଡୁଳୀ, ମଂଜାରୀ, ବାକଂତଇଳା,ମୁଣ୍ଡୁଳୀ
ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି !
ନୂଆଗାଁ,ପାମ୍ପରଡା, ଗୁଣ୍ଡୁରୀବାରୀ, ବିଡାପାଜୁ,ଡିକିରୀ ଗ୍ରାମର ସ୍ଥାନୀୟ ଲୋକମାନକୁଂ ସାମିଲ କରାଯାଇନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।