ବୃତ୍ତଙ୍ଗ ପାଇଁ କେନ୍ଦ୍ର ମନ୍ତୀଙ୍କୁ ପତ୍ର ଲେଖିଲେ ନୟାଗଡ଼ର କଂଗ୍ରେସ ନେତା !

ବୃତ୍ତଙ୍ଗ  କେନ୍ଦ୍ର ମନ୍ତୀଙ୍କୁ ପତ୍ର ଲେଖିଲେ ନୟାଗଡ଼ର କଂଗ୍ରେସ ନେତା  !

ବୃତ୍ତଙ୍ଗ ପାଇଁ କେନ୍ଦ୍ର ମନ୍ତୀଙ୍କୁ ପତ୍ର ଲେଖିଲେ ନୟାଗଡ଼ର କଂଗ୍ରେସ ନେତା  !

ଦଶପଲ୍ଲା : ନ. ଖ /ରିପୋର୍ଟ :ରତ୍ନାକର ହୋତା :  ଦଶପଲ୍ଲା ତହସିଲର ମଞ୍ଜରୀ ଗ୍ରାମ  ବୃତଙ୍ଗ ନଦୀ ଉପରେ ବନ୍ଧ ପକାଇ ବୃହତ ବୃତଙ୍ଗ ଜଳସେଚନ ଯୋଜନାରେ ନୟାଗଡ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 2300 ହେକଟର ଚାଷଜମିକୁ ସବୁଦିନିଆ ଜଳସେଚିତ କରାଇବା ଲକ୍ଷରେ ରାଜ୍ୟ ଶାସନରେ ଥିବା ତତ୍କାଳୀନ କଂଗ୍ରେସ ସରକାରଙ୍କ ପ୍ରସ୍ତାବିତ ବୃତଙ୍ଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ପରିବେଶ ବିଭାଗ ମଞ୍ଜୁରୀ ପାଇଁ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିବାରେ ବିଳମ୍ବ ପାଇଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନାହିଁ l ବିଳମ୍ବରେ ହେଲେବି ରାଜ୍ୟ ସରକାର ସୂଚିତ କାଗଜlଦ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗକୁ ଅବଗତ କରିଛନ୍ତି l ତେଣୁ ବୃତଙ୍ଗ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ଖୁବଶୀଘ୍ର ପ୍ରଦାନ ପାଇଁ ମାନ୍ୟବର କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ଅରିବର୍ତନ ବିଭାଗୀୟଦଶପଲ୍ଲା ତହସିଲର ମଞ୍ଜରୀ ଗ୍ରାମ  ବୃତଙ୍ଗ ନଦୀ ଉପରେ ବନ୍ଧ ପକାଇ ବୃହତ ବୃତଙ୍ଗ ଜଳସେଚନ ଯୋଜନାରେ ନୟାଗଡ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 2300 ହେକଟର ଚାଷଜମିକୁ ସବୁଦିନିଆ ଜଳସେଚିତ କରାଇବା ଲକ୍ଷରେ ରାଜ୍ୟ ଶାସନରେ ଥିବା ତତ୍କାଳୀନ କଂଗ୍ରେସ ସରକାରଙ୍କ ପ୍ରସ୍ତାବିତ ବୃତଙ୍ଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ପରିବେଶ ବିଭାଗ ମଞ୍ଜୁରୀ ପାଇଁ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିବାରେ ବିଳମ୍ବ ପାଇଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନାହିଁ l ବିଳମ୍ବରେ ହେଲେବି ରାଜ୍ୟ ସରକାର ସୂଚିତ କାଗଜlଦ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗକୁ ଅବଗତ କରିଛନ୍ତି l ତେଣୁ ବୃତଙ୍ଗ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ଖୁବଶୀଘ୍ର ପ୍ରଦାନ ପାଇଁ ମାନ୍ୟବର କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ଅରିବର୍ତନ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରକାଶ ଜଭେଡ଼କରଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଏବଂ ପ୍ରଦେଶ କିସାନ କଂଗ୍ରେସ ଅଧ୍ୟକ୍ଷ୍ୟ ଶ୍ରୀ ଅମୀୟ ପଟ୍ଟନାୟକ l
        ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦ  କରଙ୍କୁ ତାଙ୍କର ସରକାରୀ ଇମେଲ ଏବଂ ଟ୍ୱଇଟ ଯୋଗେ ଏହି ଦାବି ଜଣାଇ ଦିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି l
ଏବଂ ପ୍ରଦେଶ କିସାନ କଂଗ୍ରେସ ଅଧ୍ୟକ୍ଷ୍ୟ ଶ୍ରୀ ଅମୀୟ ପଟ୍ଟନାୟକ l
        ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଡ଼ କରଙ୍କୁ ତାଙ୍କର ସରକାରୀ ଇମେଲ ଏବଂ ଟ୍ୱଇଟ ଯୋଗେ ଏହି ଦାବି ଜଣାଇ ଦିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି l

Post a Comment

Please Select Embedded Mode To Show The Comment System.*

Previous Post Next Post